ବିଧାନସଭା ଅଧିବେଶନ: ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶାକୁ କେନ୍ଦ୍ର ସହାୟତା କରୁ ନଥିବା ଅଭିଯୋଗ କଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଗୁରୁବାର ବିଧାନସଭାରେ ବିଜେଡି ଆଲୋଚନା କରିଛି। ଶୂନ୍ୟ କାଳର ହଟ୍ଟଗୋଳ ପରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ସଠିକ୍ ଭାବେ ସହାୟତା ରାଶି  ମିଳୁ  ନ ଥିବା ଅଭିଯୋଗ କରିଛି।  ଗୃହ ଅପରାହ୍ନ ୩ଟା ଯାଏଁ ମୁଲତବୀ ରହିଛି। ୩ଟା ପରେ ଏହି  ବିଷୟ ଉପରେ ପୁଣି  ଗୃହରେ ଆଲୋଚନା  ଜାରି ରହିବ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

assembly

Rakesh Mallick
  • Published: Thursday, 03 December 2015
  • , Updated: 03 December 2015, 08:56 AM IST

Related story