ଜାନୁଆରୀରୁ କାର୍ଯ୍ୟକାରୀ ହେବ ବାୟୋମେଟ୍ରିକ ସିଷ୍ଟମ

ଭୁବନେଶ୍ୱର: ଆସନ୍ତା ଜାନୁଆରୀରୁ ରାଜ୍ୟରେ ବାୟୋମେଟ୍ରିକ୍‌ ସିଷ୍ଟମ କାର୍ଯ୍ୟକାରୀ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ବାୟୋମେଟ୍ରିକ୍‌ ସିଷ୍ଟମ ଜରିଆରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ମିଳିବ। ହିତାଧିକାରୀଙ୍କ ରାସନ କାର୍ଡ ସହ ଆଧାରକାର୍ଡକୁ ମଧ୍ୟ ଲିଙ୍କ କରାଯିବ। ଆଜି ସଚିବାଳୟରେ ଝାଡ଼ଖଣ୍ଡ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ସରଜୁ ରାୟଙ୍କ ସହ ଆଲୋଚନା ପରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏହା କହିଛନ୍ତି। ଝାଡ଼ଖଣ୍ଡରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଛି। […]

sanjaya

sanjaya

Rakesh Mallick
  • Published: Monday, 17 October 2016
  • Updated: 17 October 2016, 08:52 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ଜାନୁଆରୀରୁ ରାଜ୍ୟରେ ବାୟୋମେଟ୍ରିକ୍‌ ସିଷ୍ଟମ କାର୍ଯ୍ୟକାରୀ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ବାୟୋମେଟ୍ରିକ୍‌ ସିଷ୍ଟମ ଜରିଆରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ମିଳିବ। ହିତାଧିକାରୀଙ୍କ ରାସନ କାର୍ଡ ସହ ଆଧାରକାର୍ଡକୁ ମଧ୍ୟ ଲିଙ୍କ କରାଯିବ। ଆଜି ସଚିବାଳୟରେ ଝାଡ଼ଖଣ୍ଡ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ସରଜୁ ରାୟଙ୍କ ସହ ଆଲୋଚନା ପରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏହା କହିଛନ୍ତି।

ଝାଡ଼ଖଣ୍ଡରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଛି। ଓଡ଼ିଶା ସରକାରଙ୍କୁ ଏହାକୁ କାର୍ଯ୍ୟକାରୀ କରିବାକୁ କ’ଣ ପଦକ୍ଷେପ ନେବାକୁ ପଡିବ ସେ ନେଇ ଦୁଇ ମନ୍ତ୍ରୀ ଆଲୋଚନା କରିଥିଲେ।

ମନ୍ତ୍ରୀ ଦାସବର୍ମା କହିଛନ୍ତି,“ଯୋଗାଣ ବ୍ୟବସ୍ଥାରେ ବାୟୋମାଟ୍ରିକ୍‌ ସିଷ୍ଟମ ଲାଗୁ ହେଲେ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ। ପ୍ରକୃତ ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇପାରିବେ। ଜାନୁଆରୀ ମାସରୁ ଏହା କାର୍ଯ୍ୟକାରୀ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।”

ଝାଡ଼ଖଣ୍ଡ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ କହିଛନ୍ତି,“ରାସନକାର୍ଡରେ ବାୟୋମେଟ୍ରିକ ସିଷ୍ଟମ ଲାଗୁ କରିବାକୁ ଓଡ଼ିଶା ସରକାର ପଦକ୍ଷେପ ନେଉଛନ୍ତି। ବାୟୋମେଟ୍ରିକ ସିଷ୍ଟମ ଲାଗୁ ହେଲେ ଯେଉଁମାନଙ୍କର ଆଧାରକାର୍ଡ ନାହିଁ ସେମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରାଯିବା ଜରୁରୀ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story