ଅମିତ ଶାହାଙ୍କ ହୋର୍ଡିଂ କାଢ଼ିବାକୁ ବିରୋଧ, ୪ ଗାଡ଼ି ଅଟକ ରଖିଲେ ବିଜେପି କର୍ମୀ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ହୋର୍ଡିଂ ଉଚ୍ଛେଦ କରାଯାଇଛି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏସିଆନ ଆଥଲେଟିକ ଚାମ୍ପିୟନସିପ୍ ଏବଂ ନୋ ହୋର୍ଡିଂ ଜୋନ ପାଇଁ ଶାହାଙ୍କ ହୋର୍ଡ଼ିଂ ବିଏମସି ପକ୍ଷରୁ କଢ଼ାଯାଇଥିବା ବେଳେ ବିଜେପି ଏହାର ପ୍ରତିବାଦ କରିଛି। ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଛକରେ ବିଏମସି ଗାଡ଼ି ଅଟକାଇଥିଲେ। ବିଜେପି କର୍ମୀ ଅଟକ ୪ଟି ଗାଡ଼ିକୁ ପାର୍ଟି ଅଫିସକୁ ନେଇଯାଇଥିବା ଜଣାପଡ଼ିଛି। ,,

bjp

Rakesh Mallick
  • Published: Wednesday, 05 July 2017
  • , Updated: 05 July 2017, 01:30 PM IST

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ହୋର୍ଡିଂ ଉଚ୍ଛେଦ କରାଯାଇଛି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏସିଆନ ଆଥଲେଟିକ ଚାମ୍ପିୟନସିପ୍ ଏବଂ ନୋ ହୋର୍ଡିଂ ଜୋନ ପାଇଁ ଶାହାଙ୍କ ହୋର୍ଡ଼ିଂ ବିଏମସି ପକ୍ଷରୁ କଢ଼ାଯାଇଥିବା ବେଳେ ବିଜେପି ଏହାର ପ୍ରତିବାଦ କରିଛି। ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଛକରେ ବିଏମସି ଗାଡ଼ି ଅଟକାଇଥିଲେ। ବିଜେପି କର୍ମୀ ଅଟକ ୪ଟି ଗାଡ଼ିକୁ ପାର୍ଟି ଅଫିସକୁ ନେଇଯାଇଥିବା ଜଣାପଡ଼ିଛି।

,,

Related story