ବିଜେପିର ମିଶନ ଓଡ଼ିଶା: ମୋଦି ସଫଳତାର ପସରା ଖୋଲିବେ ୯ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପଞ୍ଚାୟନ ନିର୍ବାଚନରେ ଆଶାଜନକ ସଫଳତା ପରେ ବିଜେପିର ଆଖି ଏବେ ଓଡ଼ିଶା ଉପରେ। ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ଦଖଲ ପାଇଁ କେନ୍ଦ୍ରୀୟ ବିଜେପି ନେତାମାନେ କସରତ ଆରମ୍ଭ କରି ଦେଇଛନ୍ତି। ମୋଦି ସରକାରର ୩ ବର୍ଷ ପୂର୍ତ୍ତି କାର୍ଯ୍ୟକମରେ ଓଡ଼ିଶାକୁ ପୁଣି ଥରେ ଫୋକସ୍‌କୁ ଆଣିଛି ବିଜେପି। ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି ପାଇଁ ବିଜେପି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ମେ ୨୬ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଦେଶର ୯ଶହ ଜାଗାରେ […]

modi

modi

Rakesh Mallick
  • Published: Monday, 22 May 2017
  • Updated: 22 May 2017, 05:13 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟନ ନିର୍ବାଚନରେ ଆଶାଜନକ ସଫଳତା ପରେ ବିଜେପିର ଆଖି ଏବେ ଓଡ଼ିଶା ଉପରେ। ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ଦଖଲ ପାଇଁ କେନ୍ଦ୍ରୀୟ ବିଜେପି ନେତାମାନେ କସରତ ଆରମ୍ଭ କରି ଦେଇଛନ୍ତି। ମୋଦି ସରକାରର ୩ ବର୍ଷ ପୂର୍ତ୍ତି କାର୍ଯ୍ୟକମରେ ଓଡ଼ିଶାକୁ ପୁଣି ଥରେ ଫୋକସ୍‌କୁ ଆଣିଛି ବିଜେପି।

ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି ପାଇଁ ବିଜେପି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ମେ ୨୬ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଦେଶର ୯ଶହ ଜାଗାରେ କାର୍ଯ୍ୟକ୍ରମ କରିବ ଦଳ। ୨୬ରେ ଗୌହାଟିରୁ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିବେ। ଏହି ପରିପେକ୍ଷୀରେ ଓଡ଼ିଶାରେ ମଧ୍ୟ ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯିବାକୁ ଯୋଜନା କରାଯାଇଛି। ଏହି ସମୟରେ ୯ ଜଣ କେନ୍ଦ୍ରମନ୍ତ୍ରୀ, ବହୁ ବରିଷ୍ଠ ନେତା ଓଡ଼ିଶା ଆସିବେ।

କେନ୍ଦ୍ରମନ୍ତ୍ରୀ ଭେଙ୍କୟା ନାଇଡୁ ଭୁବନେଶ୍ୱର ଓ କଟକ ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବରଗଡ଼ ଆସିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ। ନବରଙ୍ଗପୁର ଓ କଳାହାଣ୍ଡି ଆସିବେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। ନୂଆପଡ଼ା ଓ ବଲାଙ୍ଗିରରେ ମୋଦି ମନ୍ତ୍ର ଫଉଙ୍କିବେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା। କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେବ ସାଇ କେନ୍ଦୁଝର ଓ ଅନୁଗୋଳରେ ମୋଦି ସରକାରଙ୍କ ସଫଳତାର ପସରା ଖୋଲିବେ। ଅନ୍ୟମାନଙ୍କ ମଧ୍ୟରେ ରାଧାମୋହନ ସିଂ, ଭି.କେ ସିଂହ ଓ ବାବୁଲ ସୁପ୍ରିୟ ମଧ୍ୟ ଓଡ଼ିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story