ଜେଲ ଡିଜି ଭାବେ ଦାୟିତ୍ୱ ନେଲେ ବି.କେ. ଶର୍ମା

Ordigital Desk
  • Published: Monday, 04 September 2017
  • , Updated: 04 September 2017, 01:04 PM IST
<p>ଭୁବନେଶ୍ୱର: ଜେଲ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ କୁମାର ଶର୍ମା। ପୂର୍ବରୁ ଶର୍ମା କ୍ରାଇମବ୍ରାଞ୍ଜ ଡିଜି ଦାୟିତ୍ୱରେ ଥିଲେ। ଜେଲ ଦାୟିତ୍ୱରେ ଥିବା ଏଡିଜି ଅରୁଣ ରାୟଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲା।</p> <p>ଦାୟିତ୍ୱ ନେବା ପରେ ଜେଲ ଡିଜି କହିଛନ୍ତି,&ldquo;ଏହା ମୋ ପାଇଁ ନୂଆ ଚାଲେଞ୍ଜ। ଜେଲର ଭିତ୍ତିଭୂମି, ସିକ୍ୟୁରିଟି ଓ ସିସିଟିଭିକୁ ଗୁରୁତ୍ୱ ଦେବି। ଜେଲର ମହିଳା ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଜେଲ କର୍ମଚାରୀ ଆମ ମେରୁଦଣ୍ଡ। ତାଙ୍କର ବିକାଶ କରାଯିବ।&rdquo;</p>

Related story