ବିପିୟୁଟିରେ ଜାତୀୟ କର୍ମଶାଳା : ଶିକ୍ଷକଙ୍କ ତାଲିମ ଓ ଗବେଷଣା ନେଇ ଚଣ୍ଡିଗଡ ଏନଆଇଟିଟିଆର  ସହ ବୁଝାମଣା ସ୍ୱାକ୍ଷର

ଭୁବନେଶ୍ୱର: ଆସନ୍ତା ୧୦ ବର୍ଷରେ ଓଡ଼ିଶାର ବୈଷୟିକ ଶିକ୍ଷାର ରୂପରେଖ କିଭଳି ରହିବ ସେ ସମ୍ପର୍କରେ ଆଲୋଚନା କରିବା ଲାଗି ସୋମବାର ଭୁବନେଶ୍ୱରରେ ବିପିୟୁଟି ପକ୍ଷରୁ ଏକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଛି। ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ‘ରୋଡମ୍ୟାପ ଅଫ ଟେକନିକାଲ ଏଜୁକେସନ ଇନ ଓଡ଼ିଶା: ପ୍ରେଜେଣ୍ଟ ଏଣ୍ଡ ଫ୍ୟୁଚର ପରସ୍ପେକ୍ଟିଭ’ ଏହି କର୍ମଶାଳାର ଶୀର୍ଷକ ରହିଛି। ବୈଷୟିକ ଶିକ୍ଷାର ପାଠ୍ୟକ୍ରମ ପରିବର୍ତ୍ତନ, ନିଯୁକ୍ତି ସୁଯୋଗକୁ ଦୃଷ୍ଟିରେ ରଖି ଖସଡା ପ୍ରସ୍ତୁତି, […]

bput

bput

Rakesh Mallick
  • Published: Monday, 21 September 2015
  • Updated: 21 September 2015, 08:41 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୧୦ ବର୍ଷରେ ଓଡ଼ିଶାର ବୈଷୟିକ ଶିକ୍ଷାର ରୂପରେଖ କିଭଳି ରହିବ ସେ ସମ୍ପର୍କରେ ଆଲୋଚନା କରିବା ଲାଗି ସୋମବାର ଭୁବନେଶ୍ୱରରେ ବିପିୟୁଟି ପକ୍ଷରୁ ଏକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଛି। ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ‘ରୋଡମ୍ୟାପ ଅଫ ଟେକନିକାଲ ଏଜୁକେସନ ଇନ ଓଡ଼ିଶା: ପ୍ରେଜେଣ୍ଟ ଏଣ୍ଡ ଫ୍ୟୁଚର ପରସ୍ପେକ୍ଟିଭ’ ଏହି କର୍ମଶାଳାର ଶୀର୍ଷକ ରହିଛି। ବୈଷୟିକ ଶିକ୍ଷାର ପାଠ୍ୟକ୍ରମ ପରିବର୍ତ୍ତନ, ନିଯୁକ୍ତି ସୁଯୋଗକୁ ଦୃଷ୍ଟିରେ ରଖି ଖସଡା ପ୍ରସ୍ତୁତି, ତାଲିମ ଓ ଗବେଷଣାକୁ କିଭଳି ପାଠ୍ୟକ୍ରମରେ ଗୁରୁତ୍ୱ ଦିଆଯାଇପାରିବ ସେ ନେଇ ଆଲୋଚନା ହୋଇଛି। ଏହି ଅବବସରରେ ଶିକ୍ଷକଙ୍କ ତାଲିମ ଓ ଗବେଷଣା ପାଇଁ ଚଣ୍ଡିଗଡ଼ସ୍ଥିତ ଏନଆଇଟିଟିଆର ଶିକ୍ଷାନୁଷ୍ଠାନ ଏବଂ ବିପିୟୁଟି ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଅନ୍ୟପକ୍ଷରେ ଅଲ୍ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ ବା ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଏ.ଡି.ସହସ୍ର ବୁଦ୍ଧେ ଏହି କର୍ମଶାଳାରେ ଯୋଗଦେଇ କହିଛନ୍ତି ଯେ, ଦେଶରେ ବୈଷୟିକ ଶିକ୍ଷାର ଚାହିଦା କମିନାହିଁ। ଏହି କ୍ଷେତ୍ରରେ ଆବଶ୍ୟକତା ତୁଳନାରେ ଅଧିକ ସିଟ୍ ରହିଛି। ତେଣୁ ଅନେକ ଇଂଜିନିୟରିଂ କଲେଜ ଗୁଡିକରେ ସିଟ୍ ଖାଲି ପଡୁଛି। ଛାତ୍ରଛାତ୍ରୀ ଅଭାବରୁ ଯଦି କୌଣସି କଲେଜ କର୍ତ୍ତୃପକ୍ଷ ନିଜ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଚାହାନ୍ତି ତେବେ ଏଆଇସିଟିଇ ସେମାନଙ୍କୁ ସହଯୋଗ କରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story