ହାତରେ ଏହି ଦୁଇ ପର୍ବତ ମଜଭୁତ ରହିଲେ ଯୌବନ ଝଲସିବ

ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁସାରେ ହସ୍ତରେଖା ବ୍ୟକ୍ତିର ଭବିଷ୍ୟତ ବଖାଣିଥାଏ। ହାତରେ ଥିବା ବିଭିନ୍ନ ପର୍ବତ, ରେଖା କିମ୍ବା ରେଖା ଚିହ୍ନରେ ଜ୍ୟୋତିଷମାନେ ବ୍ୟକ୍ତିର ସୋଭାବ ଓ ଭବିଷ୍ୟତ ବିଷୟରେ କହିଥାନ୍ତି। ଏକଥାକୁ ଆଜିର ଯୁବ ପିଢ଼ି ସମ୍ପୂର୍ଣ୍ଣ ବିଶ୍ୱାସ କରୁ ନ ଥିଲେ ବି ଅବିଶ୍ୱାସ କରିପାରୁ ନାହାଁନ୍ତି। ହସ୍ତରେଖା କିମ୍ବା ହସ୍ତ ଚିହ୍ନ ଯେ, କେବଳ ଭବିଷ୍ୟତ କହେ ତାହା ନୁହେଁ। ଏହା ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ସୂଚନା ଦେଇଥାଏ। ଏହା କିପରି ଆସନ୍ତୁ ଜାଣିବ।। […]

palmistry_2017110311514984_650x

palmistry_2017110311514984_650x

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 12:02 PM IST

Sports

Latest News

ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁସାରେ ହସ୍ତରେଖା ବ୍ୟକ୍ତିର ଭବିଷ୍ୟତ ବଖାଣିଥାଏ। ହାତରେ ଥିବା ବିଭିନ୍ନ ପର୍ବତ, ରେଖା କିମ୍ବା ରେଖା ଚିହ୍ନରେ ଜ୍ୟୋତିଷମାନେ ବ୍ୟକ୍ତିର ସୋଭାବ ଓ ଭବିଷ୍ୟତ ବିଷୟରେ କହିଥାନ୍ତି। ଏକଥାକୁ ଆଜିର ଯୁବ ପିଢ଼ି ସମ୍ପୂର୍ଣ୍ଣ ବିଶ୍ୱାସ କରୁ ନ ଥିଲେ ବି ଅବିଶ୍ୱାସ କରିପାରୁ ନାହାଁନ୍ତି। ହସ୍ତରେଖା କିମ୍ବା ହସ୍ତ ଚିହ୍ନ ଯେ, କେବଳ ଭବିଷ୍ୟତ କହେ ତାହା ନୁହେଁ। ଏହା ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ସୂଚନା ଦେଇଥାଏ। ଏହା କିପରି ଆସନ୍ତୁ ଜାଣିବ।।

ହାତରେ ହସ୍ତରେଖା ସହିତ ବୁଦ୍ଧ ଗ୍ରହର ବୁଦ୍ଧ ପର୍ବତ ଓ ଶୁକ୍ର ଗ୍ରହର ଶୁକ୍ର ପର୍ବତ ଚିହ୍ନ ରହିଥାଏ। କେତେକ ବ୍ୟକ୍ତିଙ୍କ ହାତରେ ଏହି ପର୍ବତ ଫୁଲିଲା ଭଳି କିମ୍ବା ଚାପି ହେଲା ଭଳି ରହିଥାଏ। ତେବେ ଏହାର ଅବସ୍ଥିତି ଅନୁସାରେ ଆମ ଶରୀର ଉପରେ ପ୍ରଭାବ ପଡ଼ିଥାଏ ବୋଲି ଜ୍ୟୋତିର୍ବିଦ୍‌ମାନେ କୁହନ୍ତି।
ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁସାରେ ଶୁକ୍ର ପର୍ବତକୁ ବ୍ୟକ୍ତିର ସୌନ୍ଦର୍ଯ୍ୟ, ପ୍ରେମ, ଭୋଗ- ବିଳାସ ଓ ଭୌତିକ ସୁଖର କାରକ ବୋଲି କୁହାଯାଇଥାଏ। ସେହିଭଳି ବୁଦ୍ଧ ପର୍ବତ ବ୍ୟକ୍ତିର ବୈଦ୍ଧିକ କ୍ଷମତା ସହିତ ଶାରୀରିକ ବଳ ଓ ମାଂସପେଶୀ ଉପରେ ପ୍ରଭାବ ପକାଇଥାଏ। ଯଦି ହାତରେ ଏହି ଦୁଇ ପର୍ବତ ଥାଏ, ତେବେ ବ୍ୟକ୍ତି ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିବା ସହିତ ଯବାନ ରହିଥାଏ।

ବୁଦ୍ଧ ପର୍ବତ ଓ ଶୁକ୍ର ପର୍ବତ: କାଣି ଆଙ୍ଗୁଳିର ଠିକ୍‌ ତଳ ଅଂଶକୁ ବୁଦ୍ଧ ପର୍ବତ କୁହାଯାଏ। ସେହିଭଳି ଆଙ୍ଗୁଳିର ତଳ ଭାଗର ଫୁଲା ଅଂଶକୁ ଶୁକ୍ର ପର୍ବତ କୁହାଯାଏ। ଯଦି ଏହି ଦୁଇ ପର୍ବତ ଆପଣଙ୍କ ହାତରେ ଦୁର୍ବଳ ସ୍ଥିତିରେ ଅର୍ଥାତ୍‌ ଚାପି ହୋଇ ରହିଥାଏ, ତେବେ ଏହା ଆଣପଙ୍କ ସୁନ୍ଦର ସ୍ୱାସ୍ଥ୍ୟ କ୍ଷେତ୍ରରେ ବାଧା ସୃଷ୍ଟି କରିବ।
ଉପଚାର: ବୁଦ୍ଧ ପର୍ବତକୁ ମଜଭୁତ କରିବା ପାଇଁ ସବୁଜ ରଙ୍ଗର ମୁଦି ପିନ୍ଧନ୍ତୁ। ବୁଧବାର ଗାଈକୁ ଖାଇବାକୁ ଦିଅନ୍ତୁ। ସେହିଭଳି ଶୁକ୍ର ପର୍ବତକୁ ମଜଭୁତ କରିବାକୁ ହେଲେ ଡାହାଣ ହାତର ଆଙ୍ଗୁଳିରେ ରୂପାର ମୁଦି ପିନ୍ଧନ୍ତୁ। ଓ ଶୁକ୍ରବାର ଧଳା ବସ୍ତ୍ର ପିନ୍ଧନ୍ତୁ। ଏଥିରେ ଶୁକ୍ର ଗ୍ରହ ସନ୍ତୁଷ୍ଟ ହେବେ। ଫଳରେ ଆପଣ ସବୁ ବେଳେ ସୁସ୍ଥ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story