ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ବସ୍‌ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ବସ୍‌ ଓ ଏସି ଡିଲକ୍ସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି। ଏହାଦ୍ୱାରା ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୬୦ରୁ ୬୧ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ ବସ୍‌ ଭଡ଼ା ୬୩ରୁ ୬୪ ପଇସା ଓ ଡିଲକ୍ସ ବସ୍‌ ଭଡ଼ା କିଲୋମିଟର […]

bus

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 01:54 PM IST

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ବସ୍‌ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ବସ୍‌ ଓ ଏସି ଡିଲକ୍ସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି।

ଏହାଦ୍ୱାରା ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୬୦ରୁ ୬୧ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ ବସ୍‌ ଭଡ଼ା ୬୩ରୁ ୬୪ ପଇସା ଓ ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପ୍ରତି ୮୪ରୁ ୮୬ ପଇସାକୁ ବୃଦ୍ଧି କରାଯାଇଛି। ଏସି ଡିଲକ୍ସ ବସ୍‌ଭଡ଼ା ୧ ଟଙ୍କା ୫ ପଇସାରୁ ୧ଟଙ୍କା ୭ ପଇସାକୁ ବଢ଼ାଇଛନ୍ତି। ତୈଳଦର ବୃଦ୍ଧି ଯୋଗୁଁ ବସ୍‌ ବଢ଼ିଥିବା କ଼ହାଯାଉଛି।

 

Related story