ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଭିତରେ ଚାଲୁଥିବା ସାଧାରଣ, ଏକ୍ସପ୍ରେସ, ଡିଲକ୍ସ ଓ ଡିଲକ୍ସ ଏସି ବସ୍ ଭଡ଼ା ବୃଦ୍ଧି କରାଯାଇଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ, ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି। ସେହିପରି ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୬୭ରୁ ୬୮ ଓ ଡିଲକ୍ସ ଭଡ଼ା ୮୯ରୁ ୯୧ ପଇସାକୁ ବଢ଼ିଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୧ […]

Rakesh Mallick
  • Published: Wednesday, 03 January 2018
  • , Updated: 03 January 2018, 05:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଭିତରେ ଚାଲୁଥିବା ସାଧାରଣ, ଏକ୍ସପ୍ରେସ, ଡିଲକ୍ସ ଓ ଡିଲକ୍ସ ଏସି ବସ୍ ଭଡ଼ା ବୃଦ୍ଧି କରାଯାଇଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ, ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି। ସେହିପରି ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୬୭ରୁ ୬୮ ଓ ଡିଲକ୍ସ ଭଡ଼ା ୮୯ରୁ ୯୧ ପଇସାକୁ ବଢ଼ିଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୧ ପଇସାରୁ ୧ ଟଙ୍କା ୧୩ ପଇସାକୁ ବୃଦ୍ଧି କରାଯାଇଛି।

Related story