ପୋଲ ତଳକୁ ଖସି ପଡ଼ିଲା କାର; ୩ ମୃତ,୨ ଗୁରୁତର

Ordigital Desk
  • Published: Tuesday, 18 July 2017
  • , Updated: 18 July 2017, 09:39 AM IST
<p>ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ତାରିଣୀ ମନ୍ଦିର ନିକଟରେ ଏକ କାର୍ ପୋଲ ତଳକୁ ଖସି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>କାର୍&zwnj;ଟି ଭୁବନେଶ୍ୱରରୁ ବରଗଡ଼ର ଝାଡ଼ବନ୍ଧ ଅଭିମୁଖେ ଯାଉଥିଲା।</p>

Related story