କାହିଁକି ଅବୈଧ ସମ୍ପର୍କ ରଖେ ବିବାହିତା ନାରୀ ?

  ମଣିଷ ଜୀବନରେ ବିବାହ ଏକ ସାମାଜିକ ଆବଶ୍ୟକତା।  ବିବାହ ବିନା ଜୀବନ ଅସମ୍ପୂର୍ଣ୍ଣ। ଏହି ସମ୍ପର୍କର ସେତୁବନ୍ଧ କେବଳ ଦୁଇ ଜଣଙ୍କୁ ନୁହେଁ ବରଂ ଦୁଇଟି ପରିବାରକୁ ଯୋଡ଼ିଥାଏ।  କେବଳ ପତି, ପତ୍ନୀ ନୁହେଁ ଦୁଇ ପରିବାକୁ ଏକାଠି କରୁଥିବାର ଏକ ପବିତ୍ର ସମ୍ପର୍କ ହେଉଛି ବିବାହ। କିନ୍ତୁ ଏହି ପବିତ୍ର ସମ୍ପର୍କ କେତେକ କ୍ଷେତ୍ରରେ କଳଙ୍କିତ ହେବାରେ ଲାଗିଛି। ବିବାହର କିଛି ଦିନ ପରେ ପତି ପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଉଛି। ବେଳେ […]

new-image

new-image

Rakesh Mallick
  • Published: Tuesday, 30 January 2018
  • Updated: 30 January 2018, 07:00 PM IST

ମଣିଷ ଜୀବନରେ ବିବାହ ଏକ ସାମାଜିକ ଆବଶ୍ୟକତା।  ବିବାହ ବିନା ଜୀବନ ଅସମ୍ପୂର୍ଣ୍ଣ। ଏହି ସମ୍ପର୍କର ସେତୁବନ୍ଧ କେବଳ ଦୁଇ ଜଣଙ୍କୁ ନୁହେଁ ବରଂ ଦୁଇଟି ପରିବାରକୁ ଯୋଡ଼ିଥାଏ।  କେବଳ ପତି, ପତ୍ନୀ ନୁହେଁ ଦୁଇ ପରିବାକୁ ଏକାଠି କରୁଥିବାର ଏକ ପବିତ୍ର ସମ୍ପର୍କ ହେଉଛି ବିବାହ। କିନ୍ତୁ ଏହି ପବିତ୍ର ସମ୍ପର୍କ କେତେକ କ୍ଷେତ୍ରରେ କଳଙ୍କିତ ହେବାରେ ଲାଗିଛି। ବିବାହର କିଛି ଦିନ ପରେ ପତି ପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଉଛି। ବେଳେ ବେଳେ ଜଣେ ବିବାହିତା ନାରୀ ପର ପୁରୁଷ ସହିତ ସମ୍ପର୍କ ରଖୁଥିବା ଶୁଣିବାକୁ ମିଳେ। ତେବେ କାହିଁକି ଜଣେ ମହିଳା ସ୍ୱାମୀ ଥାଉ ଥାଉ ପର ପୁରୁଷ ସହିତ ସମ୍ପର୍କ ରଖିଥାଏ ? କ’ଣ ଏହାର କାରଣ ଆସନ୍ତୁ ଜାଣିବା।

କମ ବୟସରୁ ବାହାଘର: ବହୁତ କମ ବୟସରେ ଜଣେ ଯୁବତୀଙ୍କ ବାହାଘର ସମ ବୟସ୍କ ଯୁବକଙ୍କ ସହ ନ ହୋଇ ତାଙ୍କ ଠାରୁ ବଡ଼ କିମ୍ବା ସାନ ବୟସର ଯୁବକଙ୍କ ସହିତ ହୋଇଥାଏ, ତେବେ ଏଭଳି ପରିସ୍ଥିତିରେ ଯୁବତୀଙ୍କ କ୍ଷେତ୍ରରେ ଅନେକ ସମସ୍ୟା ହୋଇଥାଏ। ଏଭଳି ବିବାହ କଲେ ଉଭୟ ପୁରୁଷ ଓ ମହିଳା ମିଳନରେ ସନ୍ତୁଷ୍ଟ ହୋଇ ନଥାନ୍ତି। ଏହି କାରଣ ଯୋଗୁଁ ମହିଳାମାନେ ପର ପୁରୁଷ ସହିତ ସମ୍ପର୍କ ରଖିଥାନ୍ତି।

ବାଧ୍ୟବାଧକତାରେ ବିବାହ: ଅନେକ ସମୟରେ ବାପା-ମା’ କମ୍ ବୟସରେ ହିଁ ଝିଅର ବାହାଘର ବୟସରେ ବଡ଼ ଥିବା ବ୍ୟକ୍ତିଙ୍କ ସହ କରିଦିଅନ୍ତି। ଉଭୟଙ୍କ ବୟସର ଅଧିକ ତାରତମ୍ୟ ଯୋଗୁଁ ପରଷ୍ପରର ଚିନ୍ତାଧାରରେ ମିଶି ନଥାଏ। ଫଳରେ ପତି ପତ୍ନୀ ସମ୍ପର୍କରେ ସବୁବେଳେ ତିକ୍ତତା ଲାଗି ରହେ। ଏହି ସମୟରେ ଜଣେ ମହିଳା ଆଉ ଜଣେ ପୁରୁଷ ସାଥି ଖୋଜିଥାଏ।

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ: ବାହାଘର ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା,କିନ୍ତୁ ସବୁବେଳେ ଝଗଡ଼ା ହେବା ଉଭୟଙ୍କ ସମ୍ପର୍କକୁ ତିକ୍ତ କରିଦେଇଥାଏ। ବାରମ୍ବାର କଳି ଝଗଡ଼ା କାରଣରୁ ଉଭୟଙ୍କ ମଧ୍ୟରେ ମିଳନ ହୋଇ ପାରେ ନାହିଁ। ଫଳରେ ନିଜ ଯୌନ କ୍ଷୁଧାକୁ  ମେଣ୍ଟାଇବାକୁ କେତେକ ମହିଳା ପର ପୁରୁଷ ପ୍ରତି ଆକର୍ଷିତ ହୋଇଥାନ୍ତି।

ଶାରିରୀକ ସମ୍ବନ୍ଧରେ ଅସନ୍ତୁଷ୍ଟ: କେତେକ ମହିଳା ସ୍ୱାମୀ ସହିତ ଶାରିରୀକ ସମ୍ପର୍କରେ ସନ୍ତୁଷ୍ଟ ହୋଇ ନ ଥାନ୍ତି। ଏହିକଥା ସେ ସ୍ୱାମୀଙ୍କୁ ଜଣାଇ ପାରନ୍ତି ନାହିଁ। ଫଳରେ ମହିଳାମାନେ ପର ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ରକ୍ଷା କରିବାକୁ ପଛାନ୍ତି ନାହିଁ।

ଖରାପ ବ୍ୟବହାର: ଅନେକ ସମୟରେ ଦେଖାଯାଏ ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଭଲ ବ୍ୟବହାର କରନ୍ତି ନାହିଁ। ପରସ୍ପରକୁ ସମ୍ମାନ ଦେଖାନ୍ତି ନାହିଁ। ଏପରି ହେବା ଦ୍ୱାରା ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଯାଏ। ଜୀବନସାଥୀର ଖରାପ ବ୍ୟବାହାରରେ ଅତିଷ୍ଟ ହୋଇ କେତେକ ମହିଳା ଅନ୍ୟ ପୁରଷ ସହିତ ସମ୍ପର୍କ ରଖିଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story