ଓଏମଡିସିର ପୂର୍ବତନ ନିର୍ଦ୍ଦେଶକଙ୍କ ନାଁରେ ସିବିଆଇର ମାମଲା ରୁଜୁ

ଭୁବନେଶ୍ୱର: ଓଡ଼ିଶା ଖଣିଜ ଉନ୍ନୟନ କମ୍ପାନୀ ଲିମିଟେଡ୍‌ (ଓଏମଡିସି)ର ପୂର୍ବତନ ନିର୍ଦ୍ଦେଶକଙ୍କ ନାଁରେ ଗୁରୁବାର ମାମଲା ରୁଜୁ କରିଛି ସିବିଆଇ। ତତକାଳୀନ ନିର୍ଦ୍ଦେଶକଙ୍କ ସହ ଓଏମଡିସିର ସେତେବେଳର ଫାଇନାନ୍‌ସିଆଲ୍‌ କଣ୍ଟ୍ରୋଲର ଓ ଅନ୍ୟ କିଛି ପୂର୍ବତନ ଅଧିକାରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ ଓଡ଼ିଶାରେ ଏକ ସ୍ପଞ୍ଜ ଆଇରନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୨୦୦୨ରୁ ୨୦୧୦ ମଧ୍ୟରେ ଏକ ଜଏଣ୍ଟ ଭେଞ୍ଚର ହୋଇଥିଲା। ତେବେ ତତକାଳୀନ୍ ଓଏମଡିସି ନିର୍ଦ୍ଦେଶକ, ଅନ୍ୟ କେତେଜଣଙ୍କ ସହ […]

CBI registers case against Odisha Mineral Development Corporation and others in a cheating case of Rs 350 crore.

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 05:56 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ଖଣିଜ ଉନ୍ନୟନ କମ୍ପାନୀ ଲିମିଟେଡ୍‌ (ଓଏମଡିସି)ର ପୂର୍ବତନ ନିର୍ଦ୍ଦେଶକଙ୍କ ନାଁରେ ଗୁରୁବାର ମାମଲା ରୁଜୁ କରିଛି ସିବିଆଇ। ତତକାଳୀନ ନିର୍ଦ୍ଦେଶକଙ୍କ ସହ ଓଏମଡିସିର ସେତେବେଳର ଫାଇନାନ୍‌ସିଆଲ୍‌ କଣ୍ଟ୍ରୋଲର ଓ ଅନ୍ୟ କିଛି ପୂର୍ବତନ ଅଧିକାରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁସାରେ ଓଡ଼ିଶାରେ ଏକ ସ୍ପଞ୍ଜ ଆଇରନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୨୦୦୨ରୁ ୨୦୧୦ ମଧ୍ୟରେ ଏକ ଜଏଣ୍ଟ ଭେଞ୍ଚର ହୋଇଥିଲା। ତେବେ ତତକାଳୀନ୍ ଓଏମଡିସି ନିର୍ଦ୍ଦେଶକ, ଅନ୍ୟ କେତେଜଣଙ୍କ ସହ ମିଶି ଷଡଯନ୍ତ୍ର କରିଥିଲେ।  ଫଳରେ ଜଏଣ୍ଟ ଭେଞ୍ଚରର ସେୟାର ପ୍ରାଇଭେଟ୍‌ କମ୍ପାନୀକୁ ସ୍ଥାନାନ୍ତର ହୋଇଥିଲା। ଏଥିଯୋଗୁଁ ବହୁ ପରିମାଣର ରାଜସ୍ୱ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସିବିଆଇ ଦେଶର ୭ଟି ସ୍ଥାନରେ ଚଢାଉ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story