ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ 

ଭୁବନେଶ୍ୱର: ଆଜି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି। ସିବିଏସ୍‌ଇର ନିଜସ୍ୱ ୱେବସାଇଟ୍‌ www.cbseresults.nic.in, www. results.nic.in, www.cbse.nic.in ରେଜଲ୍ଟ ଉପଲବ୍ଧ ହେଉଛି। ଚଳିତବର୍ଷ ଦ୍ୱାଦଶ ଶ୍ରେଣୀରେ ୧୦,୯୮,୮୯୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।  ସେମାନଙ୍କ ମଧ୍ୟରୁ ୪,୬୦,୦୨୬ଜଣ ଛାତ୍ରୀ ଥିବା ବେଳେ ୬, ୩୮, ୮୬୫ଜଣ ଛାତ୍ର ଅଛନ୍ତି।

cbse-results

Rakesh Mallick
  • Published: Sunday, 28 May 2017
  • , Updated: 28 May 2017, 10:38 AM IST

ଭୁବନେଶ୍ୱର: ଆଜି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି। ସିବିଏସ୍‌ଇର ନିଜସ୍ୱ ୱେବସାଇଟ୍‌ www.cbseresults.nic.in, www. results.nic.in, www.cbse.nic.in ରେଜଲ୍ଟ ଉପଲବ୍ଧ ହେଉଛି।

ଚଳିତବର୍ଷ ଦ୍ୱାଦଶ ଶ୍ରେଣୀରେ ୧୦,୯୮,୮୯୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।  ସେମାନଙ୍କ ମଧ୍ୟରୁ ୪,୬୦,୦୨୬ଜଣ ଛାତ୍ରୀ ଥିବା ବେଳେ ୬, ୩୮, ୮୬୫ଜଣ ଛାତ୍ର ଅଛନ୍ତି।

Related story