ସିବିଏସ୍‌ଇ ଦ୍ୱାଦଶ ଖାତା ପୁନଃମୂଲ୍ୟାୟନ; ଯିଏ ହାଇକୋର୍ଟ ଯାଇଥିବେ ତାଙ୍କର ହେବ

ଭୁବନେଶ୍ୱର: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଖାତା ମୂଲ୍ୟାୟନ ହେବ। ଆସନ୍ତାକାଲି ଦୁଇଟା ସୁଦ୍ଧା ଛାତ୍ରଛାତ୍ରୀମାନେ ସିବିଏସ୍‌ଇରେ ଆବେଦନ କରିପାରିବେ। ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ ହେବନାହିଁ। କେବଳ ହାଇକୋର୍ଟ ଯାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ୧୦ ଦିନ ଭିତରେ ଖାତା ପୁନଃମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରିବାକୁ ହାଇକୋର୍ଟ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରେଜଲ୍ଟ ବିଭ୍ରାଟକୁ ନେଇ ଆମରଣ ଅନଶନରେ ବସିଛନ୍ତି ଅଭିଭାବକ ସଂଘ। କେତେ ଛାତ୍ରଛାତ୍ରୀ […]

highcoat

highcoat

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 03:50 PM IST

Sports

Latest News

ଭୁବନେଶ୍ୱର: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଖାତା ମୂଲ୍ୟାୟନ ହେବ। ଆସନ୍ତାକାଲି ଦୁଇଟା ସୁଦ୍ଧା ଛାତ୍ରଛାତ୍ରୀମାନେ ସିବିଏସ୍‌ଇରେ ଆବେଦନ କରିପାରିବେ। ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ ହେବନାହିଁ। କେବଳ ହାଇକୋର୍ଟ ଯାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ୧୦ ଦିନ ଭିତରେ ଖାତା ପୁନଃମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରିବାକୁ ହାଇକୋର୍ଟ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ରେଜଲ୍ଟ ବିଭ୍ରାଟକୁ ନେଇ ଆମରଣ ଅନଶନରେ ବସିଛନ୍ତି ଅଭିଭାବକ ସଂଘ। କେତେ ଛାତ୍ରଛାତ୍ରୀ ମଧ୍ୟ ଅନଶନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନରୁ ଉଠିବେ ନାହିଁ ବୋଲି ସଂଘ ଚେତାବନୀ ଦେଇଛି।

ସିବିଏସ୍ଇ ପରୀକ୍ଷା ଫଳ ବିଭ୍ରାଟ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ଛାତ୍ର କଂଗ୍ରେସ କର୍ମକର୍ତ୍ତା। ସମସ୍ୟାର ସମାଧାନ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛି ଛାତ୍ର କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story