କେନ୍ଦ୍ର ଅର୍ଥକୁ ବାଟ ମାରଣା କରାଯାଉଛି: ରାମକ୍ରିପାଲ ଯାଦବ

ଭୁବନେଶ୍ୱର: ଗ୍ରାମାଞ୍ଚଳର ଉନ୍ନତି ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଇ ଦିଆଯାଉଛି। ମାତ୍ର ଏହି ଅର୍ଥକୁ ଠିକ୍‌ ଭାବେ ଉପଯୋଗ କରାଯାଉନି। ନେତା ଓ ଅଧିକାରୀ ମିଳିମିଶି ସେହି ଅର୍ଥକୁ ଲୁଟୁ ଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣି ନୀରବଦ୍ରଷ୍ଟା ସାଜୁଛନ୍ତି। ଦୁର୍ନୀତିକୁ ଅଣଦେଖା କରି ନେତା ଓ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ କହିଛନ୍ତି। ସେ […]

bbsr-ra-ramkripal yadav

bbsr-ra-ramkripal yadav

Rakesh Mallick
  • Published: Saturday, 11 February 2017
  • Updated: 11 February 2017, 06:13 PM IST

Sports

Latest News

ଭୁବନେଶ୍ୱର: ଗ୍ରାମାଞ୍ଚଳର ଉନ୍ନତି ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଇ ଦିଆଯାଉଛି। ମାତ୍ର ଏହି ଅର୍ଥକୁ ଠିକ୍‌ ଭାବେ ଉପଯୋଗ କରାଯାଉନି। ନେତା ଓ ଅଧିକାରୀ ମିଳିମିଶି ସେହି ଅର୍ଥକୁ ଲୁଟୁ ଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣି ନୀରବଦ୍ରଷ୍ଟା ସାଜୁଛନ୍ତି। ଦୁର୍ନୀତିକୁ ଅଣଦେଖା କରି ନେତା ଓ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ କହିଛନ୍ତି।

ସେ କହିଛନ୍ତି,“ଓଡ଼ିଶାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଗଲାଣି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୨୦ରୁ ୨୫ ପ୍ରତିଶତ ବଟି ନିଆଯାଉଛି। ସେହିପରି ଆବସ ଯୋଜନାରେ ୧୦,୦୦୦ ଟଙ୍କା ଓ ପାଇଖାନା ପାଇଁ ବଟି ନିଆଯାଉଛି। ଯେଉଁ ହିତାଧିକାରୀ ବଟି ଦେବାକୁ ମନା କରୁଛି ତାକୁ ଏହି ଯୋଜନାରୁ ବାଦ୍‌ ଦିଆଯାଉଛି।”

ସେ କହିଛନ୍ତି,“ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଗହମ ଓ ଚାଉଳ ଯୋଗାଇ ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ନିଜ ନାଁରେ ବାଣ୍ଟି ବାହାବା ନେଉଛନ୍ତି। ରାଜ୍ୟ ସରକାରଙ୍କ ଏହି ଦୁର୍ନୀତିର ପର୍ଦ୍ଦାଫାସ ହେବ। ବିଜେପି କର୍ମୀମାନେ ଗାଁକୁ ଗାଁ ଯାଇ ରାଜ୍ୟ ସରକାରଙ୍କ ମୁଖା ଖୁଲିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story