ଭୁବନେଶ୍ୱର: ବଡ ବଡ ରେଷ୍ଟୁରାଣ୍ଟରେ ଅସୁଆଦିଆ ଖାଦ୍ୟ ଖାଇ ମନ ଭରିଯାଇଥିଲେ ଦାଦି ହାତ ରନ୍ଧା ଖାଦ୍ୟ ଉପରେ ନିଶ୍ଚିତ ରୂପେ ଥରେ ଆଖି ବୁଲାନ୍ତୁ। କୁହାଯାଏ ଦାଦି ହାତ ରନ୍ଧା ଖାଦ୍ୟ ଆଙ୍ଗୁଳି ଚାଟିବା ଲାଗି ବାଧ୍ୟ କରିଦିଏ। ଆଉ ଏହାକୁ ଖାଇବାକୁ ବିଦେଶୀ ମାନେ ମଧ୍ୟ ଧାଇଁ ଆସନ୍ତି।
ରାଜସ୍ଥାନର ଜେସଲମେରରେ ପ୍ରସିଦ୍ଧ ହୋଇସାରିଥିବା ଦାଦିଙ୍କ ଦେଶୀ ରେଷ୍ଟୁରାଣ୍ଟର ଅଲଗା ନା ରହିଛି। ଏହି ରେଷ୍ଟୁରାଣ୍ଟକୁ ଚନ୍ଦାଦେବୀ ନାମକ ଏକ ମହିଳା ଚଳାଉଛନ୍ତି। ମହିଳାଙ୍କ ବୟସ ୮୦ ବର୍ଷ। ଆଶ୍ଚର୍ଯ୍ୟର କଥା ଏତେ ବୟସ ସତ୍ତ୍ୱେ କାମ କରିବାରେ ଥକନ୍ତି ନାହିଁ ଦାଦି। ୪୦ ବର୍ଷ ତଳେ ଏହି ମହିଳା ଜଣଙ୍କ ନିଜ ଘରୁ ରେଷ୍ଟୁରାଣ୍ଟର ଆରମ୍ଭ କରିଥିଲେ। ଦାଦିଙ୍କ ବ୍ୟାସ ମିଲ୍ ନାମକ ରେଷ୍ଟୁରାଣ୍ଟ ଇଣ୍ଟରନ୍ୟାସନାଲ ଗାଇଡ୍ ବୁକ୍ ଲୋନଲୀ ପ୍ଲାନେଟ୍ରେ ମଧ୍ୟ ସ୍ଥାନ ପାଇଛି।
ଚନ୍ଦାଦେବୀ ନିଜ ଘର ପାଇଁ ଯେଉଁ ଖାଦ୍ୟ ବନାଇଥାନ୍ତି ସେହି ଖାଦ୍ୟ ବିଦେଶୀମାନଙ୍କୁ ମଧ୍ୟ ପରଷିଥାନ୍ତି। ଚନ୍ଦା ଦେବୀ ରେଷ୍ଟୁରାଣ୍ଟ ଚଳାଇ ତାଙ୍କ ଦୁଇ ପିଲାଙ୍କ ବିବାହ କରାଇ ସାରିଛନ୍ତି। ଅନ୍ୟମାନଙ୍କ ପାଇଁ ଏହି ମହିଳା ନିଶ୍ଚିତ ରୂପେ ପ୍ରେରଣା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।