ଏପରି ଅଭ୍ୟାସ ମଣିଷକୁ ସବୁଦିନ ପାଇଁ କରିଦିଏ ଦରିଦ୍ର

କିଛି ଅଭ୍ୟାସ ମଣିଷକୁ ବିଗାଡିଥାଏ ତ କିଛି ଅଭ୍ୟାସ ମଣିଷର ଭାଗ୍ୟ ବଦଳାଇବାରେ ସହାୟକ ହୋଇଥାଏ। ଏଥିଲାଗି ଖରାପ ଅଭ୍ୟାସକୁ ଚିହ୍ନି ବଦଳାଇବା ଜରୁରୀ, କାରଣ ଏହା ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ତେବେ ଆସନ୍ତୁ ଜାଣିବା ଏପରି କିଛି ଅଭ୍ୟାସ ଯାହାକୁ ତୁରନ୍ତ ଛାଡିଦେବା ଜରୁରୀ। ୧. ସୂର୍ଯ୍ୟୋଦୟ ପରେ ଉଠିବା ଓ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଅଭ୍ୟାସ ଥିଲେ ତୁରନ୍ତ ଛାଡନ୍ତୁ। ଏପରି ଅଭ୍ୟାସ ଥିବା ଲୋକଙ୍କ ପାଖ ମାଡନ୍ତି ନାହିଁ ମା’ଲକ୍ଷ୍ମୀ। ୨. […]

pocket

pocket

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 09:50 AM IST

Sports

Latest News

କିଛି ଅଭ୍ୟାସ ମଣିଷକୁ ବିଗାଡିଥାଏ ତ କିଛି ଅଭ୍ୟାସ ମଣିଷର ଭାଗ୍ୟ ବଦଳାଇବାରେ ସହାୟକ ହୋଇଥାଏ। ଏଥିଲାଗି ଖରାପ ଅଭ୍ୟାସକୁ ଚିହ୍ନି ବଦଳାଇବା ଜରୁରୀ, କାରଣ ଏହା ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ତେବେ ଆସନ୍ତୁ ଜାଣିବା ଏପରି କିଛି ଅଭ୍ୟାସ ଯାହାକୁ ତୁରନ୍ତ ଛାଡିଦେବା ଜରୁରୀ।

୧. ସୂର୍ଯ୍ୟୋଦୟ ପରେ ଉଠିବା ଓ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଅଭ୍ୟାସ ଥିଲେ ତୁରନ୍ତ ଛାଡନ୍ତୁ। ଏପରି ଅଭ୍ୟାସ ଥିବା ଲୋକଙ୍କ ପାଖ ମାଡନ୍ତି ନାହିଁ ମା’ଲକ୍ଷ୍ମୀ।

୨. ଅସନା ବା  ଫଟା ପୋଷାକ ପିନ୍ଧନ୍ତୁ ନାହିଁ। ଏପରି ଅଭ୍ୟାସରୁ ନିଜକୁ ଦୂରେଇ ରଖନ୍ତୁ।

୩. ସକାଳ ଓ ସନ୍ଧ୍ୟା ସମୟରେ ଘର, ଦୋକାନ, ମନ୍ଦିରକୁ ଅନ୍ଧାର ରଖନ୍ତୁ ନାହିଁ।

୪. ଯେଉଁ ବ୍ୟକ୍ତି ସାଧୁସନ୍ତଙ୍କ ଅପମାନ କରିଥାନ୍ତି ସେମାନଙ୍କ ପାଖରେ ଲକ୍ଷ୍ମୀ ବାସ କରନ୍ତି ନାହିଁ।

୫. ବିନା କାରଣରେ କଥା କଥାରେ ରାଗୁଥିବା ବ୍ୟକ୍ତିଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ। ଏଥିପାଇଁ ବିନା କାରଣରେ ରାଗୁଥିଲେ ଅଭ୍ୟାସ ଛାଡିଦିଅନ୍ତୁ।

୬. ଏଣେତେଣେ ଛେପ ପକାଇବା ଅଭ୍ୟାସ ଥିଲେ ତୁରନ୍ତ ଅଭ୍ୟାସ ବଦାଳାନ୍ତୁ।  ଏପରି ଅଭ୍ୟାସ ଥିଲେ ଶନିଦେବଙ୍କ କୋପଦୃଷ୍ଟି ପଡିଥାଏ।

୭. ଅନେକ ଲୋକେ ଉଠିବା ପରେ ବିଛଣା ଝାଡନ୍ତି ନାହିଁ। ଏପରି କରିବା ଦ୍ୱାରା ରାହୁଙ୍କ କୋପଦୃଷ୍ଟି ପିଛା ଛାଡି ନଥାଏ। ଉଠିବା ସଙ୍ଗେ ସଙ୍ଗେ ବିଛଣାକୁ ସଜାଡି ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story