ଉତ୍ସାହ ଉଦ୍ଦୀପନା ସହ ଛଟ୍ ପର୍ବ ପାଳିଲେ ବିହାରୀ ସଂପ୍ରଦାୟର ଲୋକେ

<p>ଭୁବନେଶ୍ୱର: ବିହାରୀ ସଂପ୍ରଦାୟର ଲୋକେ ଉତ୍ସାହ ଉଦ୍ଦୀପନାର ସହ ଆଜି ପବିତ୍ର ଛଟ୍ ପର୍ବ ପାଳିଛନ୍ତି। ବ୍ରତଧାରୀମାନେ ନଦୀ ତଥା ବିଭିନ୍ନ ଜଳାଶୟ ନିକଟରେ ସୂର୍ଯ୍ୟଙ୍କୁ ଉପାସନା କରି ଅଘ୍ୟ ପ୍ରଦାନ କରିଛନ୍ତି। ଏଥିପାଇଁ&nbsp; ରାଉରକେଲାର ନଦୀ ପଠାଗୁଡିକରେ ବେଶ୍ ଭିଡ଼ ଦେଖିବାକୁ ମିଳିଛି। ବ୍ରାହ୍ମଣୀ ନଦୀ କୂଳର ବେଦବ୍ୟାସ, ରୂପଟୋଲ୍, ବାଲୁ ଘାଟ ଓ କୋଏଲ ନଦୀର ଝିରିପାଣି ଘାଟ,ତୁମକେଲା ଘାଟ ଓ ତେତେରରେକେଲା ଘାଟରେ ବେଶ୍ ଉତ୍ସାହର ସହ ଶ୍ରଦ୍ଧାଳୁମାନେ ଏହି ପର୍ବ ପାଳନ କରିଛନ୍ତି।</p> <p>ଭୁବନେଶ୍ୱର କୁଆଖାଇ ନଦୀପଠାରେ ପବିତ୍ର&nbsp; ଛଟ ପର୍ବରେ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ।&nbsp; ହାତରେ ବିଭିନ୍ନ ଫଳ ଆଣି ସୂର୍ଯ୍ୟଙ୍କ ନିକଟରେ ଅର୍ପଣ କରିଛନ୍ତି।</p>

Ordigital Desk
  • Published: Friday, 27 October 2017
  • Updated: 27 October 2017, 08:14 AM IST

Sports

Latest News

<p>ଭୁବନେଶ୍ୱର: ବିହାରୀ ସଂପ୍ରଦାୟର ଲୋକେ ଉତ୍ସାହ ଉଦ୍ଦୀପନାର ସହ ଆଜି ପବିତ୍ର ଛଟ୍ ପର୍ବ ପାଳିଛନ୍ତି। ବ୍ରତଧାରୀମାନେ ନଦୀ ତଥା ବିଭିନ୍ନ ଜଳାଶୟ ନିକଟରେ ସୂର୍ଯ୍ୟଙ୍କୁ ଉପାସନା କରି ଅଘ୍ୟ ପ୍ରଦାନ କରିଛନ୍ତି। ଏଥିପାଇଁ&nbsp; ରାଉରକେଲାର ନଦୀ ପଠାଗୁଡିକରେ ବେଶ୍ ଭିଡ଼ ଦେଖିବାକୁ ମିଳିଛି। ବ୍ରାହ୍ମଣୀ ନଦୀ କୂଳର ବେଦବ୍ୟାସ, ରୂପଟୋଲ୍, ବାଲୁ ଘାଟ ଓ କୋଏଲ ନଦୀର ଝିରିପାଣି ଘାଟ,ତୁମକେଲା ଘାଟ ଓ ତେତେରରେକେଲା ଘାଟରେ ବେଶ୍ ଉତ୍ସାହର ସହ ଶ୍ରଦ୍ଧାଳୁମାନେ ଏହି ପର୍ବ ପାଳନ କରିଛନ୍ତି।</p><p>ଭୁବନେଶ୍ୱର କୁଆଖାଇ ନଦୀପଠାରେ ପବିତ୍ର&nbsp; ଛଟ ପର୍ବରେ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ।&nbsp; ହାତରେ ବିଭିନ୍ନ ଫଳ ଆଣି ସୂର୍ଯ୍ୟଙ୍କ ନିକଟରେ ଅର୍ପଣ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos