ଯୁଦ୍ଧ ପାଇଁ ସମରାଭ୍ୟାସ: ସୀମାରେ ୫୧୦୦ ମିଟର ଉଚ୍ଚରେ ଡ୍ରିଲ କଲା ଚୀନ୍‌ ସେନା

ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ଚୀନର ସମରାଭ୍ୟାସ। ସୀମାର ତିବ୍ବତ୍ତ ନିକଟରେ ଚୀନ ସେନା ପକ୍ଷରୁ ବଡ଼ଧରଣର ଡ୍ରିଲ୍‌ କରାଯାଇଛି। ପ୍ରାୟ ୫୧୦୦ ମିଟର ଉଚ୍ଚରେ ଚୀନର ପିପୁଲ ଲିବେରେସନ ଆର୍ମି ପକ୍ଷରୁ  ଏହି ଡ୍ରିଲ୍‌ କରାଯାଇଛି। ଚୀନର ଘିନୁଆ ନ୍ୟୁଜ୍‌ ଚାନେଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚୀନର ଶକ୍ତିଶାଳୀ କୁହାଯାଉଥିବା ୯୬ ବି ଯୁଦ୍ଧ ଟ୍ୟାଙ୍କକୁ ଏହି ଡ୍ରିଲ୍‌ରେ ସାମିଲ କରାଯାଇଥିଲା।  ପ୍ରଥମଥର ପାଇଁ ଚୀନ ପକ୍ଷରୁ ତିବ୍ବତ୍ତ ଏତେ ଉଚ୍ଚରେ ଡ୍ରିଲ କରାଯାଇଥିବା କୁହାଯାଉଛି। […]

china

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 11:20 PM IST

ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ଚୀନର ସମରାଭ୍ୟାସ। ସୀମାର ତିବ୍ବତ୍ତ ନିକଟରେ ଚୀନ ସେନା ପକ୍ଷରୁ ବଡ଼ଧରଣର ଡ୍ରିଲ୍‌ କରାଯାଇଛି। ପ୍ରାୟ ୫୧୦୦ ମିଟର ଉଚ୍ଚରେ ଚୀନର ପିପୁଲ ଲିବେରେସନ ଆର୍ମି ପକ୍ଷରୁ  ଏହି ଡ୍ରିଲ୍‌ କରାଯାଇଛି। ଚୀନର ଘିନୁଆ ନ୍ୟୁଜ୍‌ ଚାନେଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚୀନର ଶକ୍ତିଶାଳୀ କୁହାଯାଉଥିବା ୯୬ ବି ଯୁଦ୍ଧ ଟ୍ୟାଙ୍କକୁ ଏହି ଡ୍ରିଲ୍‌ରେ ସାମିଲ କରାଯାଇଥିଲା।  ପ୍ରଥମଥର ପାଇଁ ଚୀନ ପକ୍ଷରୁ ତିବ୍ବତ୍ତ ଏତେ ଉଚ୍ଚରେ ଡ୍ରିଲ କରାଯାଇଥିବା କୁହାଯାଉଛି।  ଭାରତ ଯେତେ ଚେଷ୍ଟା କଲେ ମଧ୍ୟ ସିକିମର ଡୋକଲାମ ଅଞ୍ଚଳରେ ରାସ୍ତା ନିର୍ମାଣକୁ ଅଟକାଇ ପାରିବ ନାହିଁ ବୋଲି ଚୀନ ପକ୍ଷରୁ କୁହାଯାଇଛି।

Related story