ଚିନ୍ତାଗୁଫା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ଆହତ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ଥିବା ଛତିଶଗଡ଼ର ଚିନ୍ତାଗୁଫା ଜଙ୍ଗଲରେ ସୁରକ୍ଷା କର୍ମୀ ମାଓବାଦୀ ମଧ୍ୟରେ ଗୁଳି ବିମିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ଆହତ ହୋଇଛି। ଆହତ ଅବସ୍ଥାରେ ତାକୁ ଗିରଫ କରାଯାଇଛି। ତାକୁ ଚିକିତ୍ସା କରାଯାଉଛି। ଅନ୍ୟପଟେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜଙ୍ଗଲରେ ମାଓବାଦୀମାନେ ଏକ ଟ୍ରକ୍ ପୋଡ଼ି ଦେଇଛନ୍ତି। ମାଓବାଦୀମାନେ ଟ୍ରକଟିକୁ ଜାଳିବା ଦେବା ସହ ଡ୍ରାଇଭରଙ୍କୁ ନେଇଯାଇଥିବା ସୂଚନା ମିଳିଛି।

truck1

Rakesh Mallick
  • Published: Monday, 12 October 2015
  • , Updated: 12 October 2015, 03:48 PM IST

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ଥିବା ଛତିଶଗଡ଼ର ଚିନ୍ତାଗୁଫା ଜଙ୍ଗଲରେ ସୁରକ୍ଷା କର୍ମୀ ମାଓବାଦୀ ମଧ୍ୟରେ ଗୁଳି ବିମିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ଆହତ ହୋଇଛି। ଆହତ ଅବସ୍ଥାରେ ତାକୁ ଗିରଫ କରାଯାଇଛି। ତାକୁ ଚିକିତ୍ସା କରାଯାଉଛି।

ଅନ୍ୟପଟେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜଙ୍ଗଲରେ ମାଓବାଦୀମାନେ ଏକ ଟ୍ରକ୍ ପୋଡ଼ି ଦେଇଛନ୍ତି। ମାଓବାଦୀମାନେ ଟ୍ରକଟିକୁ ଜାଳିବା ଦେବା ସହ ଡ୍ରାଇଭରଙ୍କୁ ନେଇଯାଇଥିବା ସୂଚନା ମିଳିଛି।

Related story