କିଡ୍‌ନୀ ବିକି ଶୁଝିବେ ବାକି: ଚିଟ୍‌ଫଣ୍ଡ୍‌ ଏଜେଣ୍ଟ୍ ମାଗିଲେ ଅନୁମତି

ଭୁବନେଶ୍ୱର: ଓଡ଼ିଶାରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଚିଟ୍‌ଫଣ୍ଡ ଠକାମୀରେ ଶିକାର ହୋଇଥିବା ଲୋକଙ୍କୁ ଟଙ୍କା ଫେରାଇବା ପାଇଁ କିଡ୍‌ନୀ ବିକିବେ ଏଜେଣ୍ଟ୍‌। ଆଜି ଆଗ୍ରି ଗୋଲ୍ଡ ଚିଟ୍‌ଫଣ୍ଡ୍‌ ସଂସ୍ଥାର ପ୍ରାୟ ୭୦ ଜଣ ଏଜେଣ୍ଟ କିଡ୍‌ନୀ ବିକ୍ରି ପାଇଁ ଡିଏମ୍‌ଇଟିଙ୍କ ନିକଟରେ ଲିଖିତ ଆବେଦନ କରିଛନ୍ତି। ୧୯୯୫ ନଭେମ୍ୱରରେ ଆଗ୍ରି ଗୋଲ୍ଡ ସଂସ୍ଥା କାରବାର ଆରମ୍ଭ କରିଥିଲା। ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା, କର୍ଣ୍ଣାଟକ, ତାମିଲିନାଡୁ ଓ ଓଡ଼ିଶାରେ ରହିଥିଲା ସଂସ୍ଥାର ୧୦୦ରୁ ଅଧିକ ଶାଖା। ଓଡ଼ିଶାର ୧୦ଟି […]

seerat

seerat

Rakesh Mallick
  • Published: Friday, 24 March 2017
  • Updated: 24 March 2017, 08:25 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଚିଟ୍‌ଫଣ୍ଡ ଠକାମୀରେ ଶିକାର ହୋଇଥିବା ଲୋକଙ୍କୁ ଟଙ୍କା ଫେରାଇବା ପାଇଁ କିଡ୍‌ନୀ ବିକିବେ ଏଜେଣ୍ଟ୍‌। ଆଜି ଆଗ୍ରି ଗୋଲ୍ଡ ଚିଟ୍‌ଫଣ୍ଡ୍‌ ସଂସ୍ଥାର ପ୍ରାୟ ୭୦ ଜଣ ଏଜେଣ୍ଟ କିଡ୍‌ନୀ ବିକ୍ରି ପାଇଁ ଡିଏମ୍‌ଇଟିଙ୍କ ନିକଟରେ ଲିଖିତ ଆବେଦନ କରିଛନ୍ତି।

୧୯୯୫ ନଭେମ୍ୱରରେ ଆଗ୍ରି ଗୋଲ୍ଡ ସଂସ୍ଥା କାରବାର ଆରମ୍ଭ କରିଥିଲା। ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା, କର୍ଣ୍ଣାଟକ, ତାମିଲିନାଡୁ ଓ ଓଡ଼ିଶାରେ ରହିଥିଲା ସଂସ୍ଥାର ୧୦୦ରୁ ଅଧିକ ଶାଖା। ଓଡ଼ିଶାର ୧୦ଟି ଶାଖାରୁ ୨୦ ହଜାର ଏଜେଣ୍ଟଙ୍କ ମାଧ୍ୟମରେ ସଂସ୍ଥା ୭୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ତେବେ ସେବି ଏହି ସଂସ୍ଥାର କାରବାର ଉପରେ ଲଗାମ ଲଗାଇଥିବା ବେଳେ ଆନ୍ଧ୍ରପ୍ରଦେଶ ସିଆଇଡି ଘଟଣାର ତଦନ୍ତ କରୁଛି। ଫଳରେ ଏଜେଣ୍ଟମାନେ ମାନସିକ, ଶାରୀରିକ ଓ ସାମାଜିକ ଅତ୍ୟାଚାରରେ ଶିକାର ହେଉଛି। ଏପରିସ୍ଥିତିରେ ଏଜେଣ୍ଟମାନେ କିଡନୀ ବିକି ଟଙ୍କା ଫେରାଇବାକୁ ସୁରକ୍ଷିତ ମଣୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story