ଆଜି ପବିତ୍ର ବଡ଼ଦିନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ବଡ଼ଦିନ ବା ପବିତ୍ର ଖ୍ରୀଷ୍ଟମାସ। ସାରା ବିଶ୍ୱରେ ଏହାକୁ ବଡ ଧୂମଧାମରେ ପାଳନ କରାଯାଉଛି। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଥିବା ପ୍ରଭୁ ଯୀଶୁଙ୍କ ପାଇଁ ବିଭିନ୍ନ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରାଯାଉଛି। ଚର୍ଚ୍ଚ ପରିସରକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି। ରଙ୍ଗ ବେରଙ୍ଗର ରଙ୍ଗୀନ ଲାଇଟ୍ ସହ ଖ୍ରୀଷ୍ଟମାସ-ଟ୍ରିକୁ ସୁନ୍ଦର ଭାବେ ସଜାଯାଇଛି। ଗତକାଲି ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣପରେ ମୁଖରିତ ହୋଇ ଉଠିଛି। […]

christmas-celebration

Rakesh Mallick
  • Published: Monday, 25 December 2017
  • , Updated: 25 December 2017, 07:44 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ବଡ଼ଦିନ ବା ପବିତ୍ର ଖ୍ରୀଷ୍ଟମାସ। ସାରା ବିଶ୍ୱରେ ଏହାକୁ ବଡ ଧୂମଧାମରେ ପାଳନ କରାଯାଉଛି। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଥିବା ପ୍ରଭୁ ଯୀଶୁଙ୍କ ପାଇଁ ବିଭିନ୍ନ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରାଯାଉଛି। ଚର୍ଚ୍ଚ ପରିସରକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି। ରଙ୍ଗ ବେରଙ୍ଗର ରଙ୍ଗୀନ ଲାଇଟ୍ ସହ ଖ୍ରୀଷ୍ଟମାସ-ଟ୍ରିକୁ ସୁନ୍ଦର ଭାବେ ସଜାଯାଇଛି। ଗତକାଲି ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣପରେ ମୁଖରିତ ହୋଇ ଉଠିଛି। ସବୁ ଚର୍ଚ୍ଚରେ ସମବେତ ପ୍ରାର୍ଥନା ସହ କ୍ୟାରୋଲର ଆୟୋଜନ ହୋଇଥିଲା।

Related story