ପିସିସି ନବକଳେବର ପ୍ରସଙ୍ଗ: ଆଜି ରାହୁଲଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ ନେତା

ଭୁବନେଶ୍ୱର: କଂଗ୍ରେସରେ ପୁଣି ବଢୁଛି ପିସିସି ପରିବର୍ତ୍ତନ ଚର୍ଚ୍ଚା। ଆଜି ଦଳର ଉପ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ ନେତା। ସକାଳ ସାଢ଼େ ୯ଟାରେ ରାଜ୍ୟ ନେତାମାନେ ନୂଆଦିଲ୍ଲୀର ଆକବର ରୋଡରେ ଥିବା କଂଗ୍ରେସ ଓ୍ୱାର ରୁମରେ ରାହୁଲଙ୍କୁ ଭେଟି ‌ଆଲୋଚନା କରିବେ।ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ ରାଜ୍ୟରେ ପିସିସି ସଭାପତି ଚୟନ। ଏହାକୁ ନେଇ ନେତାଙ୍କ ମଧ୍ୟରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ପ୍ରସଙ୍ଗ ବି ଆଲୋଚନାରେ ସ୍ଥାନ ପାଇବ। ଏଥିପାଇଁ ରାହୁଲଙ୍କ ଡାକରା ପାଇଁ […]

Rakesh Mallick
  • Published: Tuesday, 05 September 2017
  • Updated: 05 September 2017, 08:21 AM IST

Sports

Latest News

ଭୁବନେଶ୍ୱର: କଂଗ୍ରେସରେ ପୁଣି ବଢୁଛି ପିସିସି ପରିବର୍ତ୍ତନ ଚର୍ଚ୍ଚା। ଆଜି ଦଳର ଉପ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ ନେତା। ସକାଳ ସାଢ଼େ ୯ଟାରେ ରାଜ୍ୟ ନେତାମାନେ ନୂଆଦିଲ୍ଲୀର ଆକବର ରୋଡରେ ଥିବା କଂଗ୍ରେସ ଓ୍ୱାର ରୁମରେ ରାହୁଲଙ୍କୁ ଭେଟି ‌ଆଲୋଚନା କରିବେ।ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ ରାଜ୍ୟରେ ପିସିସି ସଭାପତି ଚୟନ। ଏହାକୁ ନେଇ ନେତାଙ୍କ ମଧ୍ୟରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ପ୍ରସଙ୍ଗ ବି ଆଲୋଚନାରେ ସ୍ଥାନ ପାଇବ।

ଏଥିପାଇଁ ରାହୁଲଙ୍କ ଡାକରା ପାଇଁ ଗତକାଲିଠାରୁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ କଂଗ୍ରେସର ୩୦ରୁ ଅଧିକ ନେତା। ସେମାନଙ୍କ ମଧ୍ୟରେ ଅଛନ୍ତି ବିରୋଧୀଦଳ ଉପନେତା ଚିରଞ୍ଜୀବୀ ବିଶ୍ୱାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ,ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ପ୍ରଦୀପ ମାଝୀ ଓ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ସହ କିଛି ପିସିସି ପଦାଧିକାରୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story