କଟକ: ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

କଟକ: ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ୭ଦିନ ଧରି ଏହା ଚାଲିବ । ପ୍ରଥମ ଦିନରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ମୀନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି, ଖାଦ୍ୟ ଓ ଅନ୍ୟ ଷ୍ଟଲର ମଜ୍ଜା ଉଠାଉଛନ୍ତି ଲୋକେ। ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ସିଏମସି, କମିଶନରେଟ ପୋଲିସ, ସେସୁ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଚଳିତବର୍ଷ ଉଭୟ ଉପର ଓ […]

Baliyatra

Baliyatra

Rakesh Mallick
  • Published: Wednesday, 25 November 2015
  • Updated: 25 November 2015, 01:45 PM IST

Sports

Latest News

baliକଟକ: ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ୭ଦିନ ଧରି ଏହା ଚାଲିବ । ପ୍ରଥମ ଦିନରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ମୀନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି, ଖାଦ୍ୟ ଓ ଅନ୍ୟ ଷ୍ଟଲର ମଜ୍ଜା ଉଠାଉଛନ୍ତି ଲୋକେ। ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ସିଏମସି, କମିଶନରେଟ ପୋଲିସ, ସେସୁ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଚଳିତବର୍ଷ ଉଭୟ ଉପର ଓ ତଳ ପଡିଆରେ ପ୍ରାୟ ଦେଢ଼ ହଜାର ଷ୍ଟଲ ଖୋଲିଛି। ପ୍ରାୟ ୫୦ ଏକର ଜାଗାରେ ଏସବୁ ଷ୍ଟଲ ଲାଗିଛି। ସନ୍ଧ୍ୟାରେ ରାଜ୍ୟ ଏବଂ ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story