ଜଷ୍ଟିସଙ୍କ ଘରେ ସିବିଆଇ ପଶିବା ଘଟଣା: ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ବୈଠକ କରିବ ହାଇକୋର୍ଟ ବାର୍ ଆସୋସିଏସନ

କଟକ: ଜଷ୍ଟିସ ସିଆର୍ ଦାଶଙ୍କ ଘରେ ସିବିଆଇ ପଶିବା ଘଟଣାରେ ହାଇକୋର୍ଟ ବାର୍ ଆସୋସିଏସନ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି।  ଆଜି ଦିନ ୧୨ଟାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ବୈଠକ ବସିବ। ଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ ସେ ନେଇ ନିଷ୍ପତ୍ତି ହେବ। ଏନେଇ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି।  ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ଗୃହ ସଚିବଙ୍କ ସହ ସିବିଆଇ ନିର୍ଦ୍ଦେଶକ, ସିବିଆଇ […]

Rakesh Mallick
  • Published: Friday, 22 September 2017
  • Updated: 22 September 2017, 07:50 AM IST

Sports

Latest News

କଟକ: ଜଷ୍ଟିସ ସିଆର୍ ଦାଶଙ୍କ ଘରେ ସିବିଆଇ ପଶିବା ଘଟଣାରେ ହାଇକୋର୍ଟ ବାର୍ ଆସୋସିଏସନ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି।  ଆଜି ଦିନ ୧୨ଟାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ବୈଠକ ବସିବ। ଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ ସେ ନେଇ ନିଷ୍ପତ୍ତି ହେବ। ଏନେଇ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି।  ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ଗୃହ ସଚିବଙ୍କ ସହ ସିବିଆଇ ନିର୍ଦ୍ଦେଶକ, ସିବିଆଇ ଡିଆଇଜି, ସିବିଆଇ ଏସ୍‌ପି, ପୋଲିସ ମହାନିର୍ଦ୍ଦେଶକ, ପୋଲିସ କମିଶନର, କଟକ ଡିସିପି, କ୍ୟାଣ୍ଟେନମେଣ୍ଟ ଥାନା ଆଇଆଇସି ଓ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହି ଘଟଣାର ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି କିମ୍ବା ହାଇକୋର୍ଟଙ୍କ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଲାଗି ଆବେଦନ ହୋଇଛି।

ଗତକାଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି  ସିବିଆଇ-ଡିଆଇଜି ଓ ସିବିଆଇ-ଏସ୍‌ପି। ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ କୁହାଯାଉଥିଲେ ମଧ୍ୟ ଜଷ୍ଟିସ ସି ଆର ଦାଶଙ୍କ ଘରକୁ ସିବିଆଇ ଯିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଜଷ୍ଟିସଙ୍କ ଘରକୁ ଯିବା ପୂର୍ବରୁ ନୀତି ନିୟମର ଅନୁପାଳନ ହୋଇଛି କି ନାହିଁ ସେହି ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ହୋଇଥିବା ସୂଚନ ମିଳିଛି। କ୍ୟାଣ୍ଟନମେଣ୍ଟ  ଥାନାର ତଦନ୍ତକାରୀ ଅଧିକାରୀ ସିବିଆଇ-ଏସ୍‌ପିଙ୍କ ଠାରୁ ତଥ୍ୟ ଲୋଡିଛନ୍ତି। ଜଷ୍ଟିସଙ୍କ ଘରକୁ କେଉଁ କେଉଁ ଅଧିକାରୀ ଯାଇଥିଲେ ସେ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story