କଟକ ଶିଶୁଭବନରେ ଥମୁନି ଶିଶୁ ମୃତ୍ୟୁ: ଆଜି ଆଖି ବୁଜିଲେ ଆଉ ୭ ଶିଶୁ

କଟକ: କଟକ ଶିଶୁଭବନରେ ଆଜି ପୁଣି ୭ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁମାନେ ବାଲେଶ୍ୱର, ବାଲିଆପାଳ, ଢେଙ୍କାନାଳ, ରାଜଗାଙ୍ଗପୁର, ଚଣ୍ଡିଖୋଲ ଓ କଟକ ଦିୱାନ ଅଞ୍ଚଳ ବୋଲି ଜଣାପଡିଛି । ଏହାକୁ ମିଶାଇ ଗତ ୮ଦିନ ମଧ୍ୟରେ ଶିଶୁ ଭବନରେ ମୃତ୍ୟୁ ସଂଖ୍ୟା ୪୨କୁ  ବୃଦ୍ଧି ପାଇଛି। ଗତ ସପ୍ତାହେ ଧରି ଶିଶୁ ଭବନରେ ଶିଶୁ ମୃତ୍ୟୁ ଘଟଣା ବୃଦ୍ଧି ପାଇଚାଲିଛି। ଗତକାଲି ଘଟଣାର ସମୀକ୍ଷା ପାଇଁ କେନ୍ଦ୍ରାଞ୍ଚଳ ଆରଡିସି ବିକାଶ ମହାପାତ୍ର ଶିଶୁଭବନ ଯାଇଥିଲେ। […]

sishubhawan

sishubhawan

Rakesh Mallick
  • Published: Friday, 28 August 2015
  • Updated: 28 August 2015, 02:17 PM IST

Sports

Latest News

କଟକ: କଟକ ଶିଶୁଭବନରେ ଆଜି ପୁଣି ୭ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁମାନେ ବାଲେଶ୍ୱର, ବାଲିଆପାଳ, ଢେଙ୍କାନାଳ, ରାଜଗାଙ୍ଗପୁର, ଚଣ୍ଡିଖୋଲ ଓ କଟକ ଦିୱାନ ଅଞ୍ଚଳ ବୋଲି ଜଣାପଡିଛି । ଏହାକୁ ମିଶାଇ ଗତ ୮ଦିନ ମଧ୍ୟରେ ଶିଶୁ ଭବନରେ ମୃତ୍ୟୁ ସଂଖ୍ୟା ୪୨କୁ  ବୃଦ୍ଧି ପାଇଛି। ଗତ ସପ୍ତାହେ ଧରି ଶିଶୁ ଭବନରେ ଶିଶୁ ମୃତ୍ୟୁ ଘଟଣା ବୃଦ୍ଧି ପାଇଚାଲିଛି। ଗତକାଲି ଘଟଣାର ସମୀକ୍ଷା ପାଇଁ କେନ୍ଦ୍ରାଞ୍ଚଳ ଆରଡିସି ବିକାଶ ମହାପାତ୍ର ଶିଶୁଭବନ ଯାଇଥିଲେ। ଶିଶୁଭବନ ଅଧୀକ୍ଷକ, ଜିଲ୍ଲାପାଳ ଓ ଶିଶୁଭବନର ବିଭିନ୍ନ ବିଭାଗର ଡାକ୍ତର ମାନଙ୍କ ସହ ଆରଡିସି ଆଲୋଚନା କରିଥିଲେ। ଶିଶୁ ମୃତ୍ୟୁ ରୋକିବାକୁ ଯଥାସମ୍ଭବ ଚେଷ୍ଟା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।  ଏହା ସତ୍ତ୍ୱେ  ଆଜି ପୁଣି ୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।

ଏପଟେ ଶିଶୁ ଭବନକୁ ଗତକାଲି ରାତିରେ ଅଚାନକ ପରିଦର୍ଶନରେ ଯାଇଥିଲେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା। ରାତି ପ୍ରାୟ ସାଢେ଼ ୮ଟା ସମୟରେ ସ୍ୱାସ୍ଥ୍ୟ ସଚିବ ଶିଶୁ ଭବନରେ ପହଞ୍ଚି ଆଇସିୟୁ, ପେଡିଆଟ୍ରିକ ଆଇସିୟୁ, ବ୍ଲଡ ୟୁନିଟ୍ ଓ ପାଥୋଲ୍ୟାବ ବୁଲି ଦେଖିଥିଲେ। ଏହା ପରେ ସେ ଚିକିତ୍ସାଧୀନ ଶିଶୁଙ୍କ ଅଭିଭାବକମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଚିକିତ୍ସା ଅବହେଳା କାରଣରୁ ଯେଉଁ ଶିଶୁମାନଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଆସିଛି ତାର ତଦନ୍ତ ଚାଲିଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story