କଟକ ଶିଶୁଭବନରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଟିମର ସ୍ଥିତି ଅନୁଧ୍ୟାନ

କଟକ: କଟକ ଶିଶୁଭବନରେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଣାଳୟର ଅତିରିକ୍ତ ସଚିବ ଅରୁଣ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଶିଶୁଭବନକୁ ଯାଇ ଶିଶୁ ମୃତ୍ୟୁର ଅନୁଧ୍ୟାନ କରୁଛନ୍ତି। ଏହି ଟିମରେ ୩ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ ଏବଂ ବିଜେପି ବିଧାୟକ ଦଳର ନେତା ବସନ୍ତ ପଣ୍ଡା ଅଛନ୍ତି। ଏମାନେ ଶିଶୁଭବନ ଯାଇ ମେଡ଼ିକାଲ୍ ଅଧିକ୍ଷକ, ଡିଏମ୍ଇଟି ଓ […]

ctc

ctc

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 12:37 PM IST

Sports

Latest News

କଟକ: କଟକ ଶିଶୁଭବନରେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଣାଳୟର ଅତିରିକ୍ତ ସଚିବ ଅରୁଣ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଶିଶୁଭବନକୁ ଯାଇ ଶିଶୁ ମୃତ୍ୟୁର ଅନୁଧ୍ୟାନ କରୁଛନ୍ତି। ଏହି ଟିମରେ ୩ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ ଏବଂ ବିଜେପି ବିଧାୟକ ଦଳର ନେତା ବସନ୍ତ ପଣ୍ଡା ଅଛନ୍ତି। ଏମାନେ ଶିଶୁଭବନ ଯାଇ ମେଡ଼ିକାଲ୍ ଅଧିକ୍ଷକ, ଡିଏମ୍ଇଟି ଓ ମେଡ଼ିକାଲର ଅନ୍ୟାନ୍ୟ ଅଧିକାରୀଙ୍କ ସହ ସ୍ଥିତି ସଂପର୍କରେ ଆଲୋଚନା କରୁଛନ୍ତି।ctcଆଜି ପୁଣି ଶିଶୁଭବନରେ ୪ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦୁଇ ଜଣ ହେଲେ ଢେଙ୍କାନାଳ,ଯାଜପୁର,ନୟାଗଡ ଓ ପୁରୀ ଅଞ୍ଚଳର। ଏହାକୁ ମିଶାଇ ଗତ ୯ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ୪୬କୁ  ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story