ଦକ୍ଷିଣ-ପଶ୍ଚିମାଞ୍ଚଳରେ ନକ୍ସଲ ମୁକାବିଲା ନେଇ ବୈଠକ: ଯୋଗ ଦେଲେ ୬ଟି ଜିଲ୍ଲାର ବରିଷ୍ଠ ଅଧିକାରୀ

କୋରାପୁଟ: ମାଓ ଉପଦ୍ରୁତ ଅଞ୍ଚଳରେ ନକ୍ସଲ ମୁକାବିଲା ନେଇ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନକ୍ସଲ ଅଭିଯାନକୁ କିଭଳି ଜୋରଦାର କରିବା, ମାଓବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ସହ ମାଓ ପ୍ରବଣ ଅଞ୍ଚଳରେ ଉନ୍ନୟନ କାମ ଜୋରଦାର କରାଯିବା ନେଇ ବୈଠକରେ ଯୋର ଦିଆଯାଇଛି। ବୈଠକରେ ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ମାଓ ସ୍ଥିତି ନେଇ ସମୀକ୍ଷା ହୋଇଥିଲା। ଏଥିରେ ଅବିଭକ୍ତ […]

koraput

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 01:16 PM IST

କୋରାପୁଟ: ମାଓ ଉପଦ୍ରୁତ ଅଞ୍ଚଳରେ ନକ୍ସଲ ମୁକାବିଲା ନେଇ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନକ୍ସଲ ଅଭିଯାନକୁ କିଭଳି ଜୋରଦାର କରିବା, ମାଓବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ସହ ମାଓ ପ୍ରବଣ ଅଞ୍ଚଳରେ ଉନ୍ନୟନ କାମ ଜୋରଦାର କରାଯିବା ନେଇ ବୈଠକରେ ଯୋର ଦିଆଯାଇଛି। ବୈଠକରେ ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ମାଓ ସ୍ଥିତି ନେଇ ସମୀକ୍ଷା ହୋଇଥିଲା। ଏଥିରେ ଅବିଭକ୍ତ କୋରାପୁଟ ସମେତ ୬ଟି ଜିଲ୍ଲାର ଏସପି, ବିଏସ୍ଏଫ୍ ଆଇଜି, ସିଆରପିଏଫ ଓ କୋବ୍ରା ବାହିନୀ କମାଣ୍ଡାଣ୍ଟ ଯୋଗଦେଇଥିଲେ। କୋରାପୁଟ ସ୍ଥିତ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏହି ବୈଠକ ବସିଥିଲା।

Related story