ଏହି ରାଶିର ପ୍ରେମିକା ଭାରି ମାରାତ୍ମକ

ସୁନ୍ଦରୀ ଝିଅ ଦେଖିଲେ ପୁଅମାନେ ତାଙ୍କ ପ୍ରେମରେ ଶୀଘ୍ର ପଡ଼ିଯାଆନ୍ତି। ତା’ ସହ ଖୁସିରେ ଜୀବନ କାଟିବାକୁ ସ୍ୱପ୍ନ ଦେ‌ଖନ୍ତି। ହେଲେ ପୁଅମାନଙ୍କ ଏପରି ନିଷ୍ପତ୍ତି ବେଳେ ବେଳେ ସେମାନଙ୍କ ଭବିଷ୍ୟତ ଲାଗି ସମସ୍ୟାରେ ସୃଷ୍ଟି କରିଥାଏ। କାରଣ ଏମିତି କିଛି ଝିଅ ଅଛନ୍ତି ଯାହାଙ୍କୁ ବୁଝିବା ଆଉ ବୁଝାଇବା କାଠିକର ପାଠ ହୋଇଯାଏ। ଯାହାଫଳରେ ତାଙ୍କୁ ପ୍ରେମ କରିଥିବା ପୁଅଟିକୁ ପ୍ରସ୍ତାଇବାକୁ ପଡ଼ିଥାଏ।  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ଚରିତ୍ର ଲାଗି ସେମାନଙ୍କ ରାଶି ହିଁ […]

love-2

love-2

Rakesh Mallick
  • Published: Saturday, 03 March 2018
  • Updated: 03 March 2018, 06:45 PM IST

Sports

Latest News

ସୁନ୍ଦରୀ ଝିଅ ଦେଖିଲେ ପୁଅମାନେ ତାଙ୍କ ପ୍ରେମରେ ଶୀଘ୍ର ପଡ଼ିଯାଆନ୍ତି। ତା’ ସହ ଖୁସିରେ ଜୀବନ କାଟିବାକୁ ସ୍ୱପ୍ନ ଦେ‌ଖନ୍ତି। ହେଲେ ପୁଅମାନଙ୍କ ଏପରି ନିଷ୍ପତ୍ତି ବେଳେ ବେଳେ ସେମାନଙ୍କ ଭବିଷ୍ୟତ ଲାଗି ସମସ୍ୟାରେ ସୃଷ୍ଟି କରିଥାଏ। କାରଣ ଏମିତି କିଛି ଝିଅ ଅଛନ୍ତି ଯାହାଙ୍କୁ ବୁଝିବା ଆଉ ବୁଝାଇବା କାଠିକର ପାଠ ହୋଇଯାଏ। ଯାହାଫଳରେ ତାଙ୍କୁ ପ୍ରେମ କରିଥିବା ପୁଅଟିକୁ ପ୍ରସ୍ତାଇବାକୁ ପଡ଼ିଥାଏ।  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ଚରିତ୍ର ଲାଗି ସେମାନଙ୍କ ରାଶି ହିଁ ଦାୟୀ । ତା ହେଲେ  ଆସନ୍ତୁ ଜାଣିବା ସୁନ୍ଦରୀ ଝିଅଙ୍କ ରାଶି ବିଷୟରେ।

କୁମ୍ଭ-  ଏହି ରାଶିର ଝିଅମାନେ ଭାରି ଚତୁରୀ। ଏମାନଙ୍କ ସାଙ୍ଗରେ କେବେ କେହି ବିଶ୍ୱଘାତକତା କଲେ କେବେ ଛାଡ଼ନ୍ତି ନାହିଁ। ଏମାନେ ନିଜ କଥାରେ ସମସ୍ତଙ୍କୁ ଫସାଇ ଦିଅନ୍ତି। କଥା କଥାରେ ଅନ୍ୟକୁ ମନାଇବାର ଏମାନେ ମାଷ୍ଟରମାଇଣ୍ଡ । ଏହି ରାଶିର ଝିଅମାନେ ନିଜ ବୟଫ୍ରେଣ୍ଡକୁ ସବୁବେଳେ ନିଜ ଅନୁସାରେ ଚଳିବାକୁ ବାଧ୍ୟ କରିଥାନ୍ତି।

ସିଂହ- ଏହି ରାଶିର ଝିଅମାନେ ନିଜ ପ୍ରେମକୁ ପାଇବାକୁ ଯେ କୌଣସି ସ୍ଥରକୁ ଯାଇପାରନ୍ତି। ବେଳେବେଳେ  ନିଜ ଭଲପାଇବାକୁ ନେଇ  ଏପରି କାମ କରି ପକାନ୍ତି, ଲୋକେ ତାଙ୍କୁ ସାଇକୋ ଭାବିଥାନ୍ତି। ବୟଫ୍ରେଣ୍ଡକୁ ନିଜ କଥାରେ ଚଳିବାକୁ ବାଧ୍ୟ କରିଥାନ୍ତି ଏହି ରାଶିର ଝିଅ।  ଯଦି ବୟଫ୍ରେଣ୍ଡ କଥା ଶୁଣୁ ନ ଥାଏ ତାହାହେଲେ ସେମାନେ ରାଗି ଯାଆନ୍ତି।

ବୃଷ- ଏହି ରାଶିର ଝିଅମାନେ ଭାରି ରାଗି ।  ଏମାନେ ଛୋଟ ଛୋଟ କଥା ନେଇ ବୟଫ୍ରେଣ୍ଡଙ୍କ ସହ ଝଗଡ଼ା କରିଥାନ୍ତି। ନିଜର ବୟଫ୍ରେଣ୍ଡକୁ ସାଙ୍ଗମାନଙ୍କ ପାଖରୁ ଦୂରେଇ ରଖିବାକୁ ଏମାନେ ସବୁବେଳେ ଚାହିଁଥାନ୍ତି।

ମୀନ- ଏହି ରାଶିର ଝିଅଙ୍କୁ ବୁଝିବା ଭାରି କଷ୍ଟକର। ଏମାନେ ନିଜର କ୍ଷତି କରିବା ସହ ଅନ୍ୟର ମଧ୍ୟ  କ୍ଷତି କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story