ରେଲୱେ ଆଣୁଛି ଏହି ନିୟମ: ଏଣିକି ପୂଜାପର୍ବ ଆସିଲେ ଯାତ୍ରା ମହଙ୍ଗା

ନୂଆଦିଲ୍ଲୀ: ଚଳିତ ବର୍ଷ ଛୁଟି ଦିନ ଗୁଡ଼ିକରେ ଅର୍ଥାତ ପର୍ବପର୍ବାଣୀ ସମୟରେ  ରେଳ ଯାତ୍ରା ମହଙ୍ଗା ହୋଇପାରେ।  କାରଣ ଖୁବ୍‌ଶୀଘ୍ର ରେଳ ବିଭାଗ ଡାଇନାମିକ୍‌ ପ୍ରାଇସିଙ୍ଗ୍‌ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଏହାର ଅର୍ଥ ହେଲା କୌଣସି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଲାଗୁ ହେଉଥିବା ନୂତନ ଦର। ଏହି ବ୍ୟବସ୍ଥା ଲାଗୁହେଲେ ନିର୍ଦ୍ଦିଷ୍ଟ ସମୟ ଅନୁଯାୟୀ ରେଳ ବିଭାଗରେ ଟିକେଟ୍ ବ୍ୟବସ୍ଥାରେ ପରିବର୍ତ୍ତନ ହେବ। ପର୍ବପର୍ବାଣି ସମୟରେ ଯେଉଁ ଟ୍ରେନ୍‌ଗୁଡ଼ିକରେ ଅଧିକ ଭିଡ଼ ହେଉଥିବ ସେଥିରେ ଯାତ୍ରା କରିବା […]

train copy

train copy

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 07:07 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଛୁଟି ଦିନ ଗୁଡ଼ିକରେ ଅର୍ଥାତ ପର୍ବପର୍ବାଣୀ ସମୟରେ  ରେଳ ଯାତ୍ରା ମହଙ୍ଗା ହୋଇପାରେ।  କାରଣ ଖୁବ୍‌ଶୀଘ୍ର ରେଳ ବିଭାଗ ଡାଇନାମିକ୍‌ ପ୍ରାଇସିଙ୍ଗ୍‌ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଏହାର ଅର୍ଥ ହେଲା କୌଣସି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଲାଗୁ ହେଉଥିବା ନୂତନ ଦର। ଏହି ବ୍ୟବସ୍ଥା ଲାଗୁହେଲେ ନିର୍ଦ୍ଦିଷ୍ଟ ସମୟ ଅନୁଯାୟୀ ରେଳ ବିଭାଗରେ ଟିକେଟ୍ ବ୍ୟବସ୍ଥାରେ ପରିବର୍ତ୍ତନ ହେବ। ପର୍ବପର୍ବାଣି ସମୟରେ ଯେଉଁ ଟ୍ରେନ୍‌ଗୁଡ଼ିକରେ ଅଧିକ ଭିଡ଼ ହେଉଥିବ ସେଥିରେ ଯାତ୍ରା କରିବା ଆଉ ସହଜ ହେବନି। ସେହିପରି  ଯେଉଁ ଟ୍ରେନ୍‌ ଗୁଡ଼ିକରେ ଭିଡ଼ କମ୍‌ ଥିବ ସେଥିରେ ଯାତ୍ରା କରିବା ଟିକେ ଶସ୍ତା ହେବ। ଅର୍ଥାତ୍‌ ଟ୍ରେନ୍‌ର ଡିମାଣ୍ଡ ଅନୁସାରେ ଭଡ଼ା ନିର୍ଦ୍ଧାରଣ ହେବ।

ହୋଲି, ଦୀପାବଳି ଓ ଛଟ ପୂଜା ଭଳି ପର୍ବପର୍ବାଣୀରେ ଟ୍ରେନ୍‌ ଗୁଡ଼ିକରେ ଅଧିକ ଭିଡ଼ ହୋଇଥାଏ। ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରିଥାନ୍ତି। ଏହାକୁ ଆଖି ଆଗରେ ରଖି ରେଳ ବିଭାଗ ଡାଇନାମିକ ପ୍ରାଇସିଂଙ୍ଗ ବ୍ୟବସ୍ଥା ଲାଗୁ କରୁଛନ୍ତି। ରେଳରେ ହେଉଥିବା ଅପ୍ରତ୍ୟାଶିତ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଏପରି ନିଷ୍ପତ୍ତି ନିଆଯାଉଛି। ଏଥିପାଇଁ ପଶ୍ଚିମ-ମଧ୍ୟ ରେଳବାଇ ସମେତ ଅନ୍ୟ ତିନୋଟି ଜୋନ୍‌ରେ ଟିକଟ ଭଡ଼ା ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ନିକଟରେ ରେଳ ମନ୍ତ୍ରୀ ପିୟୁସ୍ ଗୋୟେଲ ବିଭାଗର ଫ୍ଲେକ୍ସି ଫେୟାର ସିଷ୍ଟମର ସମୀକ୍ଷା କରିଥିଲେ। ଏଥିରେ ଜଣା ପଡ଼ିଥିଲା ଯେ ୨୫୦ରୁ ଅଧିକ ଟ୍ରେନ୍‌ ୫୦ ପ୍ରତିଶତରୁ କମ ଆୟ କରିଛି। ତେଣୁ ଭଡ଼ା ନିୟନ୍ତ୍ରଣ ସହିତ ଭିଡ଼ ନିୟନ୍ତ୍ରଣ ପାଇଁ ଏପରି ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଉଛି।

ଖବର ଅନୁଯାୟୀ ଡାଇନାମିକ ପ୍ରାଇସିଙ୍ଗ୍‌ ବ୍ୟବସ୍ଥାରେ ସିଟ୍‌ ଅନୁସାରେ ଟିକେଟ୍‌ର ଭଡ଼ା ବୃଦ୍ଧି କରାଯିବ। ଏଥିରେ ଗାଡ଼ିରେ ଭିଡ଼କୁ ନେଇ ଗ୍ରାହକଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ଡିସ୍‌କାଉଣ୍ଟ ମିଳିପାରେ। କିନ୍ତୁ ଯଦି ଗାଡ଼ିରେ ଅଧିକ ଲୋଡ଼ ଥାଏ ତାହେଲେ ଏହାର ଭଡ଼ା ୧୦ରୁ ୨୦ ପ୍ରତିଶତ ବଢ଼ାଇ ଦିଆଯାଇପାରେ। ବର୍ତ୍ତମାନ ରେଳବାଇ କ୍ରିସ(ରେଳବାଇକୁ କମ୍ପ୍ୟୁଟର ସଫ୍ଚଓୟାର ଯୋଗାଉଥିବା କମ୍ପାନୀ)କୁ ପ୍ରତ୍ୟେକ ରେଳ ଜୋନ୍‌କୁ କେତୋଟି ନିର୍ଦ୍ଦିଷ୍ଟ ଟ୍ରେନ ପାଇଁ ଟିକେଟିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ କୁହାଯାଇଛି। ଏହି ବ୍ୟବସ୍ଥା ଫେବୃଆରୀ ମାସରେ ଲାଗୁ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story