ଢେଙ୍କାନାଳରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଢେଙ୍କାନାଳ: ହିନ୍ଦୋଳ ବ୍ଲକ କୁନୁଆ ଗାଁରେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ପଣ୍ଡିତ ସାମଲ। ଦୁଇଦିନ ତଳେ ପଣ୍ଡିତ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଫସଲହାନି ଓ ଋଣ ଚିନ୍ତାରେ ପଣ୍ଡିତ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାଜ୍ୟରେ ପ୍ରାୟ ପ୍ରତିଦିନ ଚାଷୀ ଆତ୍ମହତ୍ୟା […]

farmer death

farmer death

Rakesh Mallick
  • Published: Friday, 27 November 2015
  • Updated: 27 November 2015, 03:03 PM IST

Sports

Latest News

ଢେଙ୍କାନାଳ: ହିନ୍ଦୋଳ ବ୍ଲକ କୁନୁଆ ଗାଁରେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ପଣ୍ଡିତ ସାମଲ। ଦୁଇଦିନ ତଳେ ପଣ୍ଡିତ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଫସଲହାନି ଓ ଋଣ ଚିନ୍ତାରେ ପଣ୍ଡିତ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରାଜ୍ୟରେ ପ୍ରାୟ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ଆସୁଛି। ବେସରକାରୀ ସୂତ୍ରରୁ ୧୦୦ରୁ ଊର୍ଦ୍ଧ୍ୱ ଚାଷୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ହେଲେ ସରକାରୀ ସ୍ତରରେ ଜଣେ ବି ଚାଷୀ ମରୁଡି କି ଋଣଭାର ଚିନ୍ତାରେ ମରି ନ ଥିବା କୁହାଯାଉଛି। ଗତ ୨୩ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ମହାପାତ୍ର କହିଥିଲେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିଥିବା ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୧ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା। ସେଥିରୁ ୧୦୬ଟିର ତଦନ୍ତ ସରିଛି। ସେମାନଙ୍କ ମଧ୍ୟରୁ ୫୬ ଜଣ କୌଣସି ଋଣ ନେଇ ନାହାନ୍ତି। ୨୬ ଜଣ ସମବାୟ ସଂସ୍ଥାରୁ ଓ ୧୬ ଜଣ ନ୍ୟାସନାଲ ବ୍ୟାଙ୍କ ଏବଂ ଘରୋଇ ସଂସ୍ଥାରୁ ଋଣ ନେଇଥିଲେ। ଅନ୍ୟପକ୍ଷେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଜଣେ ବି ଚାଷୀ ମରୁଡି ଓ ଋଣଭାରରେ ମରି ନ ଥିବା ନେଇ ସରକାର ଦେଇଥିବା ମନ୍ତବ୍ୟକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ସରକାର ଚାଷୀ ଆତ୍ମହତ୍ୟା ନେଇ ଭୁଲ୍ ତଥ୍ୟ ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଫସଲହାନି ଓ ଋଣବୋଝ ଯୋଗୁଁ ୧୩୩ ଜଣ ଚାଷୀ ଆତ୍ମହତ୍ୟା କରି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story