ଡିପ୍ରେସନର ରୂପ ନେଲା ଲଘୁଚାପ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନ୍‌ର ରୂପ ନେଇଛି। ଏହା ଉତ୍ତର-ପୂର୍ବ ଦିଗ ଆଡକୁ ଗତି କରି ପରାଦୀପଠାରୁ ୭୫୦ କିମି ଦୂର ଦକ୍ଷିଣରେ ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରି ଘନିଭୂତ ହୋଇ ଡିପ୍‌ ଡିପ୍ରେସନ୍‌ରେ ରୂପ ନେଇ ବାତ୍ୟାର ଆକାର ଧାରଣ କରିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପରେ ଏହା ଉତ୍ତର-ପୂର୍ବ ଦିଗ ବାଂଲାଦେଶ ଆଡକୁ ମୁହାଁଇବ। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା […]

depression-to-trigger-heavy-rainfall-in-coastal-disha

Rakesh Mallick
  • Published: Thursday, 03 November 2016
  • Updated: 04 November 2016, 10:17 AM IST

Sports

Latest News

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନ୍‌ର ରୂପ ନେଇଛି। ଏହା ଉତ୍ତର-ପୂର୍ବ ଦିଗ ଆଡକୁ ଗତି କରି ପରାଦୀପଠାରୁ ୭୫୦ କିମି ଦୂର ଦକ୍ଷିଣରେ ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରି ଘନିଭୂତ ହୋଇ ଡିପ୍‌ ଡିପ୍ରେସନ୍‌ରେ ରୂପ ନେଇ ବାତ୍ୟାର ଆକାର ଧାରଣ କରିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପରେ ଏହା ଉତ୍ତର-ପୂର୍ବ ଦିଗ ବାଂଲାଦେଶ ଆଡକୁ ମୁହାଁଇବ। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଓ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସମୟ ସମୟରେ ଘଣ୍ଟାପ୍ରତି ୬୦ କିମି ବେଗରେ ମଧ୍ୟ ପବନ ବୋହି ପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ଯଥାଶୀଘ୍ର ଫେରି ଆସିବାକୁ କୁହାଯାଇଛି। ରାଜ୍ୟରେ ଥିବା ସମସ୍ତ ବନ୍ଦରରେ ୧ ନମ୍ୱର ବିପଦ ସଙ୍କେତ ଦିଆଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ସହିତ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଡେପୁଟି ଏସ୍‌ଆରସି ପ୍ରଭାତ ରଞ୍ଜନ ମହାପାତ୍ର କହିଛନ୍ତି,“ସମ୍ଭାବ୍ୟ ବାତ୍ୟାକୁ ଲକ୍ଷ ରଖି ଉପକୂଳ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅମଳ ଧାନକୁ ଖଳାରେ ଘୋଡାଇ ରଖିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ମଣ୍ଡିରେ ଥିବା ଧାନକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story