ଦିଲ୍ଲୀରେ ଡେଙ୍ଗୁରେ ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବକ

ବାଲେଶ୍ୱର: ଦିଲ୍ଲୀର ଡେଙ୍ଗୁରେ ପୁଣି ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାଁ ଶାନ୍ତନୁ କୁମାର ବେହେରା। ତାଙ୍କ ଘର ବାଲେଶ୍ୱରର ସୋର ଅଞ୍ଚଳର ବୋଲି ଜଣାପଡିଛି। ସେ ଦିଲ୍ଲୀସ୍ଥିତ ବାଦଲି ଅଞ୍ଚଳର ସମୟପୁରରେ ରହି ଏକ କପଡା ବ୍ୟବସାୟୀଙ୍କ ଗୋଦାମରେ କାମ କରୁଥିଲେ। ଡେଙ୍ଗୁରେ ଆକ୍ରାନ୍ତ ହେବାରୁ ଶାନ୍ତନୁକୁ ପ୍ରଥମେ ଭାରତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ ବଡ ହିନ୍ଦୁରଓ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ମଙ୍ଗଳବାର […]

balaswer

balaswer

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 04:05 AM IST

Sports

Latest News

ବାଲେଶ୍ୱର: ଦିଲ୍ଲୀର ଡେଙ୍ଗୁରେ ପୁଣି ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାଁ ଶାନ୍ତନୁ କୁମାର ବେହେରା। ତାଙ୍କ ଘର ବାଲେଶ୍ୱରର ସୋର ଅଞ୍ଚଳର ବୋଲି ଜଣାପଡିଛି। ସେ ଦିଲ୍ଲୀସ୍ଥିତ ବାଦଲି ଅଞ୍ଚଳର ସମୟପୁରରେ ରହି ଏକ କପଡା ବ୍ୟବସାୟୀଙ୍କ ଗୋଦାମରେ କାମ କରୁଥିଲେ। ଡେଙ୍ଗୁରେ ଆକ୍ରାନ୍ତ ହେବାରୁ ଶାନ୍ତନୁକୁ ପ୍ରଥମେ ଭାରତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ ବଡ ହିନ୍ଦୁରଓ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ମଙ୍ଗଳବାର  ଅପରାହ୍ନରେ ସେଠାରେ ଶାନ୍ତନୁଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos