ଧନତେରସ ଦିନ ଲୋକେ କିଛି ନା କିଛି ନିଶ୍ଚିତ ଭାବେ ଘରକୁ କିଣି ଆଣନ୍ତି। ଏହି ଦିନ ସୁନାର କିଛି ଜିନିଷ କିଣି ଆଣିଲେ ମା’ ଲକ୍ଷ୍ମୀଙ୍କ କୃପା ବଜାୟ ରହେ ବୋଲି ବିଶ୍ୱାସ ରହିଛି। ଧନ ବଢ଼େ ବୋଲି କୁହାଯାଏ। ତେବେ କିଛି ଜିନିଷ ଅଛି ଯେଉଁଗୁଡ଼ିକୁ ଏହି ଦିନ ଆଦୌ କିଣିବା ଉଚିତ ନୁହେଁ। ଆସନ୍ତୁ ଜାଣିବ ସେହି ସବୁ ଜିନିଷଗୁଡ଼ିକ ସଂପର୍କରେ।
୧. ଏହି ଦିନ ଚୀନାମାଟିର ବାସନ କିଣନ୍ତୁ ନାହିଁ। ଅନ୍ୟ କୌଣସି ଦିନ ଏ ସାମଗ୍ରୀଗୁଡ଼ିକୁ କିଣନ୍ତୁ।
୨. ଧନତେରସ ଦିନ କାଚର କୌଣସି ଜିନିଷ କିଣନ୍ତୁ ନାହିଁ।
୩. ଆଲୁମିନିୟମ ତିଆରି ବାସନକୁସନ ଅବା ଅନ୍ୟ କୌଣସି ଜିନିଷ କିଣନ୍ତୁ ନାହିଁ। ଆଲୁମିନିୟମରେ ରାହୁ ଅଧିପତି ହୋଇଥାନ୍ତି। ଏହାଦ୍ୱାରା ସବୁ ଶୁଭଗ୍ରହ ପ୍ରଭାବିତ ହୋଇଥାନ୍ତି।
୪. ସେମିତି ଛୁରି ତଥା ଲୁହା ତିଆରି କୌଣସି ବାସନକୁସନ କିଣନ୍ତୁ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...