ଦୀପାବଳି ଦିନ ଆଦୌ କରନ୍ତୁ ନି ଏସବୁ କାର୍ଯ୍ୟ; ନହେଲେ ବର୍ଷସାରା ଅଭାବରେ ଘାଣ୍ଟି ହେବେ

ଅକ୍ଟୋବର ୧୯ରେ ଦୀପାବଳି। ଏହି ଦିନ ସୁଖ,ସମୃଦ୍ଧି ଓ ବୈଭବ ପ୍ରାପ୍ତି ପାଇଁ ମା’ ଲକ୍ଷ୍ମୀଙ୍କୁ ବଧି-ବିଧାନ ସହିତ ପୂଜା କରାଯାଏ। କିନ୍ତୁ ଏମିତି କିଛି କାର୍ଯ୍ୟ ରହିଛି ଯେଉଁଗୁଡ଼ିକୁ ଦୀପାବଳି ଦିନ କରିବା ଉଚିତ ନୁହେଁ। ନହେଲେ ବର୍ଷ ସାରା ସମସ୍ୟା ଓ ଅଭାବ ଲାଗି ରହିବ। ଆସନ୍ତୁ ଜାଣିବ କ’ଣ ସେହି କାର୍ଯ୍ୟଗୁଡ଼ିକ। ୧. ଦୀପାବଳି ଦିନ ସନ୍ଧ୍ୟାରେ ଆଦୌ ଶୁଅନ୍ତୁ ନାହିଁ। ଏମିତି କଲେ ବର୍ଷ ତମାମ ଅଭାବରେ ଘାଣ୍ଟି ହେବେ। କାରଣ […]

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 11:34 AM IST

Sports

Latest News

ଅକ୍ଟୋବର ୧୯ରେ ଦୀପାବଳି। ଏହି ଦିନ ସୁଖ,ସମୃଦ୍ଧି ଓ ବୈଭବ ପ୍ରାପ୍ତି ପାଇଁ ମା’ ଲକ୍ଷ୍ମୀଙ୍କୁ ବଧି-ବିଧାନ ସହିତ ପୂଜା କରାଯାଏ। କିନ୍ତୁ ଏମିତି କିଛି କାର୍ଯ୍ୟ ରହିଛି ଯେଉଁଗୁଡ଼ିକୁ ଦୀପାବଳି ଦିନ କରିବା ଉଚିତ ନୁହେଁ। ନହେଲେ ବର୍ଷ ସାରା ସମସ୍ୟା ଓ ଅଭାବ ଲାଗି ରହିବ। ଆସନ୍ତୁ ଜାଣିବ କ’ଣ ସେହି କାର୍ଯ୍ୟଗୁଡ଼ିକ।

୧. ଦୀପାବଳି ଦିନ ସନ୍ଧ୍ୟାରେ ଆଦୌ ଶୁଅନ୍ତୁ ନାହିଁ। ଏମିତି କଲେ ବର୍ଷ ତମାମ ଅଭାବରେ ଘାଣ୍ଟି ହେବେ। କାରଣ ସନ୍ଧ୍ୟାରେ ମା’ ଲକ୍ଷ୍ମୀ ଘରକୁ ଆସନ୍ତି। ଯଦି ସେତେବେଳେ ଘରେ କେହି ଶୋଇଥାଆନ୍ତି, ତା’ହେଲେ ସେ ଆଉ ଘରେ ପ୍ରବେଶ କରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।

୨. ଦୀପାବଳି ଦିନ ଭୁଲ୍‌ରେ ଘରର ବଡ଼ ଲୋକମାନଙ୍କ ପ୍ରତି ଖରାପ ଭାଷା ପ୍ରୟୋଗ କରନ୍ତୁ ନାହିଁ। ଏମିତି କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ନାହିଁ।

୩. ଦୀପାବଳି ଦିନ ମଦ ପିଅନ୍ତୁ ନାହିଁ କି ଅନ୍ୟ କୌଣସି ପ୍ରକାରର ନିଶା ସେବନ କରନ୍ତୁ ନାହିଁ। ନହେଲେ ପୂରା ଘର ଅଭାବ ଓ ଅନଟନରେ ବୁଡ଼ି ରହିବ।

୪. ଏହି ଦିନ ଘରେ ଭୁଲ୍‌ରେ ବି କଳିଝଗଡ଼ା ଲାଗନ୍ତୁ ନାହିଁ। ଏମିତି ହେଲେ ମା’ ଲକ୍ଷ୍ମୀ ଘରକୁ ଆସନ୍ତି ନାହିଁ ବୋଲି କୁହାଯାଏ।

୫. ଦୀପାବଳି ଦିନ ଘରକୁ ଅପରିଷ୍କାର କରନ୍ତୁ ନାହିଁ। ସଫାସୁତର ନରଖିଲେ ମା’ ଲକ୍ଷ୍ମୀ ରାଗି ଯାଆନ୍ତି ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story