ଫେସ୍‌ବୁକ୍‌ରେ କରନ୍ତୁ ନାହିଁ ଏହି ଭୁଲ୍‌, ବ୍ଲକ୍‌ ହୋଇଯିବ ଆକାଉଣ୍ଟ୍‌

ସୋସିଆଲ୍‌ ମିଡିଆର ବ୍ୟବହାର ବଢ଼ି ବଢ଼ି ଚାଲିଛି। ଛୋଟଠାରୁ ବଡ଼ ସମସ୍ତେ କିଛି ନା କିଛି ସୋସିଆଲ ମିଡିଆ ସହ ଜଡ଼ିତ। ତେବେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ସୋସିଆଲ ମିଡିଆଟି ହେଲା ଫେସ୍‌ବୁକ୍‌। ଆପଣ ବି ଏହାକୁ ବ୍ୟବହାର କରୁଥିବେ। ଆପଣ ନିଜ ଆକାଉଣ୍ଟରେ ଫଟୋ ସେୟାର କରୁଥିବେ। ସାଙ୍ଗଙ୍କ ସହ କଥା ହେଉଥିବେ। ସାଙ୍ଗମାନଙ୍କ ପୋଷ୍ଟରେ ଲାଇକ୍‌ ଓ କମେଣ୍ଟ ବି ଦେଉଥିବେ। ହେଲେ ଜାଣିଛନ୍ତି କି ମାତ୍ର ଗୋଟିଏ ଭୁଲ୍‌ ଦ୍ୱାରା ଆପଣଙ୍କ […]

facebook

facebook

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 10:18 AM IST

ସୋସିଆଲ୍‌ ମିଡିଆର ବ୍ୟବହାର ବଢ଼ି ବଢ଼ି ଚାଲିଛି। ଛୋଟଠାରୁ ବଡ଼ ସମସ୍ତେ କିଛି ନା କିଛି ସୋସିଆଲ ମିଡିଆ ସହ ଜଡ଼ିତ। ତେବେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ସୋସିଆଲ ମିଡିଆଟି ହେଲା ଫେସ୍‌ବୁକ୍‌। ଆପଣ ବି ଏହାକୁ ବ୍ୟବହାର କରୁଥିବେ। ଆପଣ ନିଜ ଆକାଉଣ୍ଟରେ ଫଟୋ ସେୟାର କରୁଥିବେ। ସାଙ୍ଗଙ୍କ ସହ କଥା ହେଉଥିବେ। ସାଙ୍ଗମାନଙ୍କ ପୋଷ୍ଟରେ ଲାଇକ୍‌ ଓ କମେଣ୍ଟ ବି ଦେଉଥିବେ। ହେଲେ ଜାଣିଛନ୍ତି କି ମାତ୍ର ଗୋଟିଏ ଭୁଲ୍‌ ଦ୍ୱାରା ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ବନ୍ଦ ହୋଇଯିବ ଅଥବା ବ୍ଲକ ହୋଇଯିବ। ଆସନ୍ତୁ ଜାଣିବା ଫେସ୍‌ବୁକ୍‌ ଚଲାଇବା ବେଳେ କେଉଁ ସବୁ ଭୁଲ କରିବେ ନାହିଁ।

୧. ଯଦି ଆପଣ ଫେସ୍‌ବୁକ୍‌ରେ ଅଛନ୍ତି, ତା’ହେଲେ ନିଶ୍ଚିତ ଭାବେ କୌଣସି ଗ୍ରୁପ୍‌ରେ ଜଏନ୍‌ କରିଥିବେ। ଜାଣିଛନ୍ତି, ୨୦୦ରୁ ଅଧିକ ଗ୍ରୁପ୍‌ରେ ଜଏନ୍‌ ହେଲେ ଆପଣଙ୍କ ଆକାଉଣ୍ଟ ସବୁ ଦିନ ପାଇଁ ବ୍ଲକ୍‌ ହୋଇଯିବ।

୨. ଅଧିକାଂଶ ସମୟରେ ଆମେ ବନ୍ଧୁଙ୍କୁ ନିଜ କଥା ମନେ ପକାଇବାକୁ ପୋକ୍‌ କରିଥାନ୍ତି। ଜାଣି ରଖନ୍ତୁ ଅଧିକ ସାଙ୍ଗଙ୍କୁ ପୋକ୍‌ କଲେ ଆପଣଙ୍କ ଆକାଉଣ୍ଟ ବ୍ଲକ୍‌ ହୋଇଯିବ।

୩. ବହୁ ସମୟରେ ଫେସ୍‌ବୁକ୍‌ରେ ଆମେ ଏଣୁ ତେଣୁ ପୋଷ୍ଟରେ କମେଣ୍ଟ ଦେଇ ଦିଅନ୍ତି। କିଛି ଲୋକ ତ ଏପରି ପୋଷ୍ଟକୁ ସେୟାର ବି କରି ଦିଅନ୍ତି। ଏପରି କଲେ ଆପଣଙ୍କ ଆକାଉଣ୍ଟ ବ୍ଲକ୍‌ ହୋଇଯିବାର ସମ୍ଭାବନା ରହିଛି। ଆପଣ ନିଜେ ବି କୌଣସି ଆପତ୍ତିଜନକ ପୋଷ୍ଟ୍ କରନ୍ତୁ ନାହିଁ।

୪. କାହାକୁ ଅପମାନିତ କରିବା ପରି କମେଣ୍ଟ ଫେସ୍‌ବୁକ୍‌ରେ ପୋଷ୍ଟ କରନ୍ତୁ ନାହିଁ। ଯଦି ଏପରି କମେଣ୍ଟ ସହ କେହି ଆପଣଙ୍କୁ ଟ୍ୟାଗ୍‌ କରିଛନ୍ତି ତେବେ ତୁରନ୍ତ ରିମୁଭ୍‌ ହୋଇଯାଆନ୍ତୁ। ଏପରି କମେଣ୍ଟକୁ ଆପଣଙ୍କ ଟାଇମ୍‌ଲାଇନ୍‌ରେ ଆସିବାକୁ ଦିଅନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story