ଘରେ ଅଶାନ୍ତି ଲାଗି ରହୁଛି କି? ଘର ଆଖପାଖରେ ଥିବା ଏସବୁ ଗଛ ହୋଇପାରେ କାରଣ

ଘର ତିଆରି ବେଳେ ସମସ୍ତେ ବାସ୍ତୁକୁ ଗୁରୁତ୍ୱ ଦେଇଥାନ୍ତି। ସେହିପରି ଘରେ ପ୍ରତିଟି ଜିନିଷ ବାସ୍ତୁ ଅନୁସାରେ ରଖିଥାନ୍ତି। ଏସବୁ ସତ୍ତ୍ୱେ ଘରେ ବେଳେବେଳେ ଅଶାନ୍ତିର ବାତାବରଣ ଲାଗିରହେ। ସମସ୍ୟା ପିଛା ଛାଡ଼ିନଥାଏ।  ଆପଣ ମଧ୍ୟ ଏପରି ପରିସ୍ଥିତିର ସମ୍ମୁଖୀନ କରୁଛନ୍ତି କି? ଜାଣିଛନ୍ତି, ଏହା ଘରର ଆଖପାଖରେ ଥିବା ଗଛ କାରଣରୁ ହୋଇପାରେ। ବାସ୍ତୁ ଅନୁସାରେ ଘର ଆଖପାଖରେ କେଉଁ ଗଛ ଲଗାଇବେ କେଉଁ ଗଛ ଲଗାଇବେ ନାହିଁ ସେ ନେଇ ନିୟମ ରହିଛି। ଘର […]

home

home

Rakesh Mallick
  • Published: Friday, 08 June 2018
  • Updated: 08 June 2018, 01:28 PM IST

Sports

Latest News

ଘର ତିଆରି ବେଳେ ସମସ୍ତେ ବାସ୍ତୁକୁ ଗୁରୁତ୍ୱ ଦେଇଥାନ୍ତି। ସେହିପରି ଘରେ ପ୍ରତିଟି ଜିନିଷ ବାସ୍ତୁ ଅନୁସାରେ ରଖିଥାନ୍ତି। ଏସବୁ ସତ୍ତ୍ୱେ ଘରେ ବେଳେବେଳେ ଅଶାନ୍ତିର ବାତାବରଣ ଲାଗିରହେ। ସମସ୍ୟା ପିଛା ଛାଡ଼ିନଥାଏ।  ଆପଣ ମଧ୍ୟ ଏପରି ପରିସ୍ଥିତିର ସମ୍ମୁଖୀନ କରୁଛନ୍ତି କି? ଜାଣିଛନ୍ତି, ଏହା ଘରର ଆଖପାଖରେ ଥିବା ଗଛ କାରଣରୁ ହୋଇପାରେ।

ବାସ୍ତୁ ଅନୁସାରେ ଘର ଆଖପାଖରେ କେଉଁ ଗଛ ଲଗାଇବେ କେଉଁ ଗଛ ଲଗାଇବେ ନାହିଁ ସେ ନେଇ ନିୟମ ରହିଛି। ଘର ପାଖାପାଖି ଥିବା କିଛି ଗଛ ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଗଛ ଘରର ପାଖାପାଖି ଥିଲେ କାଟିଦେବା ଉଚିତ।

- ଶୁଖିଲା ଗଛ, ଅବା ପୋଡିଯାଇଥିବା ଗଛକୁ ଘରର ପାଖାପାଖି ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ନକାରାତ୍ମକ ପ୍ରଭାବ ପଡିଥାଏ।

- ଶିମୁଳି ଗଛ ଘର ପାଖାପାଖି ରହିଲେ ଘରେ ଅଶାନ୍ତି ବଢ଼େ। ଘରେ ଝଗଡ଼ା ଲାଗିରହେ।

- ବାସ୍ତୁ ଅନୁସାରେ ଘର ସମ୍ମୁଖରେ ତେନ୍ତୁଳି ଗଛ ଅବା ମେହେନ୍ଦୀ ଗଛ ରଖନ୍ତୁ ନାହିଁ।  ଏହା ଅଶୁଭ। ଏହା ଘର ଆଖପାଖରେ ଥିଲେ ତୁରନ୍ତ ହଟାଇଦିଅନ୍ତୁ।

- ଘରର ଐଶାନ୍ୟ ଓ ପୂର୍ବ ଦିଗରେ ଅଧିକ ଉଚ୍ଚା ଗଛ ରଖନ୍ତୁ ନାହିଁ। ଘର ଅଗଣାରେ ମଧ୍ୟ ଅଧିକ ଉଚ୍ଚତା ଥିବା ଗଛ ରଖନ୍ତୁ ନାହିଁ।

 କିପରି କରିବେ ପ୍ରତିକାର?

ଘର ପାଖାପାଖି ଏସବୁ ଥିଲେ ଏବଂ କୌଣସି କାରଣରୁ ଏହାକୁ କାଟିନପାରିଲେ ବାସ୍ତୁଶାସ୍ତ୍ରରେ ଏହାର ପ୍ରତିକାର ବିଷୟରେ କୁହାଯାଇଛି।

ଏହି ସବୁ ଗଛ ପାଖରେ ତୁଳସୀ, ଅଶୋକ, ହଳଦୀ, ନିମ, ଚନ୍ଦନ ଅବା ନାଗକେଶର ଗଛ ଲଗାନ୍ତୁ। ଏହା ଦ୍ୱାରା  ଘର ଉପରେ ପଡୁଥିବା ଖରାପ ପ୍ରଭାବ ଦୂର ହୋଇଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story