ଏହି ସବୁ ସରକାରୀ ଆପ୍ ଗୁଡ଼ିକ ବିଷୟରେ ଜାଣନ୍ତି କି? ଆପଣଙ୍କ କାମରେ ଆସିପାରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଡିଜିଟାଲ ଭାରତ ଯୋଜନାରେ ସ୍ମାର୍ଟଫୋନ୍‌ ଗୁଡ଼ିକ ପାଇଁ କିଛି ସରକାରୀ ଆପ୍ ଲଞ୍ଚ୍‌ କରିଛନ୍ତି। ଏହି ଆପ୍‌ଗୁଡ଼ିକ ମାଧ୍ୟମରେ ଆପଣମାନେ ସରକାରଙ୍କ ଯୋଜନାଗୁଡ଼ିକ ସଂପର୍କରେ ସହଜରେ ସୂଚନା ପାଇପାରିବେ। ଏହି ଆପ୍‌ଗୁଡ଼ିକ ଆପଣଙ୍କର ଖୁବ୍ କାମରେ ଆସିବ। ଆମେ ଆଜି ଆପଣଙ୍କୁ ସେହିଭଳି କିଛି ସରକାରୀ ଆପ୍‌ ବିଷୟରେ ଜଣାଇବୁ। ଏହି ଆପ୍‌ ଗୁଡ଼ିକୁ ଆପଣ ଗୁଗଲ ପ୍ଲେଷ୍ଟୋରୁ ଡାଉନଲୋଡ୍‌ କରିପାରିବେ। ଆସନ୍ତୁ ଜାଣିବା ଏହି ଆପ୍‌ଗୁଡ଼ିତ ବିଷୟରେ। DIGILOCKER APP: ଏହି […]

app

app

Rakesh Mallick
  • Published: Sunday, 31 December 2017
  • Updated: 31 December 2017, 09:21 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଡିଜିଟାଲ ଭାରତ ଯୋଜନାରେ ସ୍ମାର୍ଟଫୋନ୍‌ ଗୁଡ଼ିକ ପାଇଁ କିଛି ସରକାରୀ ଆପ୍ ଲଞ୍ଚ୍‌ କରିଛନ୍ତି। ଏହି ଆପ୍‌ଗୁଡ଼ିକ ମାଧ୍ୟମରେ ଆପଣମାନେ ସରକାରଙ୍କ ଯୋଜନାଗୁଡ଼ିକ ସଂପର୍କରେ ସହଜରେ ସୂଚନା ପାଇପାରିବେ। ଏହି ଆପ୍‌ଗୁଡ଼ିକ ଆପଣଙ୍କର ଖୁବ୍ କାମରେ ଆସିବ। ଆମେ ଆଜି ଆପଣଙ୍କୁ ସେହିଭଳି କିଛି ସରକାରୀ ଆପ୍‌ ବିଷୟରେ ଜଣାଇବୁ। ଏହି ଆପ୍‌ ଗୁଡ଼ିକୁ ଆପଣ ଗୁଗଲ ପ୍ଲେଷ୍ଟୋରୁ ଡାଉନଲୋଡ୍‌ କରିପାରିବେ। ଆସନ୍ତୁ ଜାଣିବା ଏହି ଆପ୍‌ଗୁଡ଼ିତ ବିଷୟରେ।

DIGILOCKER APP: ଏହି ଆପ୍‌ ମାଧ୍ୟମରେ ଆପଣ ଆପଣଙ୍କର ଦରକାରୀ ପ୍ରମାଣ ପତ୍ର ଯେପରି ଆଧାର କାର୍ଡ, ଜନ୍ମପ୍ରମାଣ ପତ୍ର ଓ ଭୋଟର କାର୍ଡ ଆଦିକୁ ଡିଜିଟାଲ୍ ରୂପରେ ସୁରକ୍ଷିତ ରଖିପାରିବେ। digilocker appର ବିଶେଷତ୍ତ୍ୱ ହେଉଛି ଏଥିରେ ପ୍ରମାଣପତ୍ରଗୁଡ଼ିକୁ ଆଧାର କାର୍ଡ ସହ ଲିଙ୍କ କରି ଭେରିଫାଏ ମଧ୍ୟ କରିପାରିବେ। ଆବଶ୍ୟକ ବେଳେ ଏହି ଲିଙ୍କରେ ବି କାମ ଚଳିଯିବ।

UMANG APP: ଏହି ଆପ୍‌ର ପୂରା ନାମ ହେଉଛି ୟୁନିଫାଏଡ୍‌ ମୋବାଇଲ୍ ଆପ୍ଲିକେସନ୍ ଫର ନ୍ୟୁ ଏଜ୍‌ ଗଭର୍ଣ୍ଣାସ ଆପ୍‌। ଏହା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ନଗର ନିଗମ ଅନ୍ତର୍ଗତ ସମସ୍ତ ବିଭାଗ ସହିତ ଜଡ଼ିତ ପ୍ରତ୍ୟେକ କାର୍ଯ୍ୟ ଅତି ସହଜ ଉପାୟରେ କରିପାରିବେ।

BHIM APP: ଡିଜିଟାଲ୍‌ ପେମେଣ୍ଟ ବ୍ୟବସ୍ଥାକୁ ବଢ଼ାଇବାକୁ କେନ୍ଦ୍ର ସରକାର ଏହି ଆପ୍‌ର ପ୍ରଚଳନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଆପଣ ବ୍ୟଙ୍କ ଆକାଉଣ୍ଟରୁ କୌଣସି ବି ମୁହୂର୍ତ୍ତରେ ଟଙ୍କା ପଠାଇ ପାରିବେ। ଏହି ଆପ୍‌ର ସର୍ଭର ଭାରତରେ ହିଁ ଉପଲବ୍ଧ କରାଯାଇଛି।

M-KAVACH: ଏହି ଆପ୍‌ଟି ଏକ ଆଣ୍ଟି ଭାଇରସ୍ ଆପ୍। ମୋବାଇଲ୍‌କୁ ଭାଇରସ୍‌ ଓ ହ୍ୟାକରଙ୍କ ଦାଉରୁ ରକ୍ଷା କିରବା ପାଇଁ ସରକାର  M-KAVACH ଆପ୍‌କୁ ତିଆରି କରିଛନ୍ତି। ଗୁଗଲ୍‌ ପ୍ଲେଷ୍ଟୋରୁ ଏହି ଆପ୍‌କୁ ଡାଉନ୍‌ଲୋଡ୍ କରି ଆପଣ ଏହାର ଫାଇଦା ଉଠାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story