ଭୋଳାକୁ ଭୁଲି ପାରୁନି କଟକ, ମହାଭାରତ ଭଳି ଇଏ ବି କଳିଯୁଗର କୁକୁର, ଦେଖନ୍ତୁ ଭିଡିଓ

କଟକ,(ଓଡ଼ିଶା ରିପୋର୍ଟର):ମହାଭାରତରେ ଯୁଧିଷ୍ଠିରଙ୍କ କୁକୁର କଥା ଶୁଣିଛନ୍ତି । ଯୁଦ୍ଧ ଶେଷ ହେବା ପରେ ପାଣ୍ଡବ ଭାଇଙ୍କ ସହ ଯାତ୍ରାରେ ବାହାରିଥିଲେ ବଡ ଭାଇ ଯୁଧିଷ୍ଠିର।  ଆଗରେ ଯାଉଥିଲେ ଭାଇମାନେ।  ହେଲେ ଧର୍ମଯୋଦ୍ଧା ପଛକୁ ଚାହିଁଲା ବେଳକୁ ତାଙ୍କୁ ଅନୁସରଣ କରୁଥିଲା ଏକ ଅପରିଚିତ କୁକୁର। ଆଜି  ସେହି କୁକୁର ଉପାଖ୍ୟାନ ମନେ ପଡିଯାଇଛି କଟକରେ । ଯାହାକୁ ଶେଷ ବିଦାୟ ଦେଲାବେଳେ କାନ୍ଦିଛନ୍ତି ସାହି ବାସିନ୍ଦା। ଦେଖନ୍ତୁ ସ୍ପେଶାଲ ରିପୋର୍ଟ।

dog-1

Rakesh Mallick
  • Published: Wednesday, 06 December 2017
  • , Updated: 06 December 2017, 06:59 PM IST

କଟକ,(ଓଡ଼ିଶା ରିପୋର୍ଟର):ମହାଭାରତରେ ଯୁଧିଷ୍ଠିରଙ୍କ କୁକୁର କଥା ଶୁଣିଛନ୍ତି । ଯୁଦ୍ଧ ଶେଷ ହେବା ପରେ ପାଣ୍ଡବ ଭାଇଙ୍କ ସହ ଯାତ୍ରାରେ ବାହାରିଥିଲେ ବଡ ଭାଇ ଯୁଧିଷ୍ଠିର।  ଆଗରେ ଯାଉଥିଲେ ଭାଇମାନେ।  ହେଲେ ଧର୍ମଯୋଦ୍ଧା ପଛକୁ ଚାହିଁଲା ବେଳକୁ ତାଙ୍କୁ ଅନୁସରଣ କରୁଥିଲା ଏକ ଅପରିଚିତ କୁକୁର। ଆଜି  ସେହି କୁକୁର ଉପାଖ୍ୟାନ ମନେ ପଡିଯାଇଛି କଟକରେ । ଯାହାକୁ ଶେଷ ବିଦାୟ ଦେଲାବେଳେ କାନ୍ଦିଛନ୍ତି ସାହି ବାସିନ୍ଦା। ଦେଖନ୍ତୁ ସ୍ପେଶାଲ ରିପୋର୍ଟ।

https://youtu.be/zGDMe5FBzio

Related story