ମାର୍ଚ୍ଚ ୨ ତାରିଖରେ ପଡୁଛି ରଙ୍ଗର ପର୍ବ ହୋଲି। ବର୍ଷକେ ଥରେ ଏହି ରଙ୍ଗୀନ ପର୍ବକୁ ସାରା ଦେଶ ଖୁସି ବା ଆନନ୍ଦ ସହ ପାଳନ କରିଥାଏ। ଶାସ୍ତ୍ର ଅନୁସାରେ ଏହି ଦିନ କିଛି କାର୍ଯ୍ୟ କରିବା ଆଦୌ ଉଚିତ ନୁହଁ। ଏହି କଥା ସବୁକୁ ପାଳନ କଲେ ଜୀବନରେ ସୁଖ ସମୃଦ୍ଧି ବଢିଥାଏ। ଆସନ୍ତୁ ଜାଣିବା ଏହି ଦିନ କ’ଣ ସବୁ ନ କରିବା ଉଚିତ।
- ହୋଲି ଦିନ ଅଧିକ ସମୟ ଯାଏଁ ଶୋଇ ରୁହନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜୀବନରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ।
- ଏହି ଦିନ ଦାଢି ନିଶ ଓ ଚୁଟି କାଟିବା ଉଚିତ ନହେଁ।
- ଘରେ ମିଠା ଖାଦ୍ୟ ପ୍ରସ୍ତୁତ କରି ଭଗବାନଙ୍କ ପାଖରେ ଭୋଗ ଲଗାନ୍ତୁ। ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। ଏହି ଦିନ ଆମିଷ ଖାଆନ୍ତୁ ନାହିଁ।
- ଏହି ଦିନ ଋଣ ଟଙ୍କା ଦେବା ନେବା କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ଷୁବ୍ଧ ହୁଅନ୍ତି।
- ହୋଲି ଦିନ ଖରାପ ଶଦ୍ଧର ପ୍ରୟୋଗ କରନ୍ତୁ ନାହିଁ। ଶତ୍ରୁ ହୁଅନ୍ତୁ ଅବା ମିତ୍ର ଏହି ଦିନ ଅଭିର ଲଗାଇ ଭଲ ବ୍ୟବହାର ପଦର୍ଶନ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...