ଦାନ୍ତରେ ନଖ ଛିଡାଉଛନ୍ତି ? ସାବଧାନ୍

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଛୋଟପିଲା ହୁଅନ୍ତୁ ଅବା ବୟସ୍କ କିଛି ଲୋକଙ୍କର ନଖ କାମୁଡିବାର ବଦଭ୍ୟାସ ଥାଏ। କିଛିଲୋକ ଅଛନ୍ତି ନଖ କାମୁଡନ୍ତି, ଏବଂ ନଖକୁ ଦାନ୍ତରେ ଛିଡାନ୍ତି। ମାନସିକ ଅଶାନ୍ତି ଥିଲେ ଲୋକେ ନଖ କାମୁଡନ୍ତି ବୋଲି କୁହାଯାଏ। ନଖ କାମୁଡିକାକୁ ଏକ ବଂଶଗତ ରୋଗ ମଧ୍ୟ କୁହାଯାଏ। ମାଆ ବାପା ନଖ କାମୁଡୁଥିଲେ ତାଙ୍କ ପିଲାମାନ ମଧ୍ୟ ନଖ କାମୁଡନ୍ତି ବୋଲି କୁହାଯାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ନଖକୁ କେବେ କାମୁଡିବେନି କି ନଖକୁ କେବେ […]

nail bitinf

nail bitinf

Rakesh Mallick
  • Published: Monday, 19 February 2018
  • Updated: 19 February 2018, 12:32 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଛୋଟପିଲା ହୁଅନ୍ତୁ ଅବା ବୟସ୍କ କିଛି ଲୋକଙ୍କର ନଖ କାମୁଡିବାର ବଦଭ୍ୟାସ ଥାଏ। କିଛିଲୋକ ଅଛନ୍ତି ନଖ କାମୁଡନ୍ତି, ଏବଂ ନଖକୁ ଦାନ୍ତରେ ଛିଡାନ୍ତି। ମାନସିକ ଅଶାନ୍ତି ଥିଲେ ଲୋକେ ନଖ କାମୁଡନ୍ତି ବୋଲି କୁହାଯାଏ। ନଖ କାମୁଡିକାକୁ ଏକ ବଂଶଗତ ରୋଗ ମଧ୍ୟ କୁହାଯାଏ। ମାଆ ବାପା ନଖ କାମୁଡୁଥିଲେ ତାଙ୍କ ପିଲାମାନ ମଧ୍ୟ ନଖ କାମୁଡନ୍ତି ବୋଲି କୁହାଯାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ନଖକୁ କେବେ କାମୁଡିବେନି କି ନଖକୁ କେବେ ଦାନ୍ତରେ ଛିଡାନ୍ତୁ ନାହିଁ। ଏଥିସହ ବାରମ୍ବାର ଗୋଡ ଆଙ୍ଗୁଠି ଫୁଟାନ୍ତୁ ନାହିଁ କି ପାଦ ଆଙ୍ଗୁଳିରେ ଭୂମିରେ ଗାର ଟାଣନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)

https://www.youtube.com/watch?v=iVTGtA2J1Gw&list=PLSItThInuALsR3zhPtcvN27BHifeAaF98&index=32

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story