ଭୁବନେଶ୍ୱର(ଓଡିଶା ରିପୋର୍ଟର): ଛୋଟପିଲା ହୁଅନ୍ତୁ ଅବା ବୟସ୍କ କିଛି ଲୋକଙ୍କର ନଖ କାମୁଡିବାର ବଦଭ୍ୟାସ ଥାଏ। କିଛିଲୋକ ଅଛନ୍ତି ନଖ କାମୁଡନ୍ତି, ଏବଂ ନଖକୁ ଦାନ୍ତରେ ଛିଡାନ୍ତି। ମାନସିକ ଅଶାନ୍ତି ଥିଲେ ଲୋକେ ନଖ କାମୁଡନ୍ତି ବୋଲି କୁହାଯାଏ। ନଖ କାମୁଡିକାକୁ ଏକ ବଂଶଗତ ରୋଗ ମଧ୍ୟ କୁହାଯାଏ। ମାଆ ବାପା ନଖ କାମୁଡୁଥିଲେ ତାଙ୍କ ପିଲାମାନ ମଧ୍ୟ ନଖ କାମୁଡନ୍ତି ବୋଲି କୁହାଯାଏ। ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ନଖକୁ କେବେ କାମୁଡିବେନି କି ନଖକୁ କେବେ ଦାନ୍ତରେ ଛିଡାନ୍ତୁ ନାହିଁ। ଏଥିସହ ବାରମ୍ବାର ଗୋଡ ଆଙ୍ଗୁଠି ଫୁଟାନ୍ତୁ ନାହିଁ କି ପାଦ ଆଙ୍ଗୁଳିରେ ଭୂମିରେ ଗାର ଟାଣନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)
https://www.youtube.com/watch?v=iVTGtA2J1Gw&list=PLSItThInuALsR3zhPtcvN27BHifeAaF98&index=32
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...