ଜାଣନ୍ତୁ ନିମ୍ବ ଗଛ କାଠ ଜଳେଇଲେ କ’ଣ ହୋଇଥାଏ ?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅତି ଗୁଣକାରୀ ବନୌଷଧୀମାନଙ୍କ ମଧ୍ୟରୁ ନିମ୍ବ ଅନ୍ୟତମ। ଏହାର ପତ୍ରଠୁ ଆରମ୍ଭ କରି ଫୁଲ ପର୍ଯ୍ୟନ୍ତ ସବୁଥିରେ ଔଷଧୀୟ ଗୁଣ ରହିଛି। ତେଣୁ ଘର ବାହାରେ ଲୋକେ ନିମ୍ବ ଗଛ ଲଗାନ୍ତି। କୁହାଯାଏ ଘର ବାହାରେ ଥିବା ନିମ୍ବ ଗଛର ପବନ ଦେହରେ ବାଜିଲେ ଭଲ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ନିମ୍ବ ଗଛର କେବଳ ଉପକାରିତା ନଥାଏ କିଛି ଅପକାରିତା ମଧ୍ୟ ରହିଛି। ନିମ୍ବ ଗଛକୁ କେବେ କାଟନ୍ତୁ ନାହିଁ କି ନିମ୍ବ କାଠକୁ ପୋଡନ୍ତୁ ନାହିଁ। କାରଣ ନିମ୍ବ କାଠକୁ ଜାଳିବା ସମୟରେ ଯେଉଁ ଧୂଆଁ ବାହାରେ ତାକୁ ଯଦି କେହି ପୁରୁଷ ନାକ ପଟେ ଗ୍ରହଣ କରେ ତେବେ ତାଙ୍କର ନପୁସଂକତା ଦୋଷ ବାହାରିଥାଏ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Saturday, 07 April 2018
  • Updated: 07 April 2018, 11:46 AM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅତି ଗୁଣକାରୀ ବନୌଷଧୀମାନଙ୍କ ମଧ୍ୟରୁ ନିମ୍ବ ଅନ୍ୟତମ। ଏହାର ପତ୍ରଠୁ ଆରମ୍ଭ କରି ଫୁଲ ପର୍ଯ୍ୟନ୍ତ ସବୁଥିରେ ଔଷଧୀୟ ଗୁଣ ରହିଛି। ତେଣୁ ଘର ବାହାରେ ଲୋକେ ନିମ୍ବ ଗଛ ଲଗାନ୍ତି। କୁହାଯାଏ ଘର ବାହାରେ ଥିବା ନିମ୍ବ ଗଛର ପବନ ଦେହରେ ବାଜିଲେ ଭଲ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ନିମ୍ବ ଗଛର କେବଳ ଉପକାରିତା ନଥାଏ କିଛି ଅପକାରିତା ମଧ୍ୟ ରହିଛି। ନିମ୍ବ ଗଛକୁ କେବେ କାଟନ୍ତୁ ନାହିଁ କି ନିମ୍ବ କାଠକୁ ପୋଡନ୍ତୁ ନାହିଁ। କାରଣ ନିମ୍ବ କାଠକୁ ଜାଳିବା ସମୟରେ ଯେଉଁ ଧୂଆଁ ବାହାରେ ତାକୁ ଯଦି କେହି ପୁରୁଷ ନାକ ପଟେ ଗ୍ରହଣ କରେ ତେବେ ତାଙ୍କର ନପୁସଂକତା ଦୋଷ ବାହାରିଥାଏ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos