ହ୍ୱାଟସ୍ଆପ୍‌ରେ ଆସିଥିବା ଏହି ମେସେଜ୍‌କୁ କ୍ଲିକ କରନ୍ତୁ ନାହିଁ: ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ଯୁଗ ବଦଳୁଛି। ଦୈନନ୍ଦିନ ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ କାମ ଇଣ୍ଟରନେଟ୍ ମାଧ୍ୟମରେ ହେଉଥିବା ବେଳେ ଭାବ ଆଦାନପ୍ରଦାନର ମାଧ୍ୟମ ସାଜିଛି ହ୍ୱାଟସ୍‌ଆପ୍। କାରଣ ଭଏସ୍ କଲ, ଭିଡିଓ କଲ୍‌ ଓ ମେସେଜ ପଠାଇବାର ସମସ୍ତ ସୁବିଧା ଏହି ଗୋଟିଏ ମେସେଜିଂ ଆପ୍‌ରେ ଉପଲବ୍ଧ। ତେବେ ହ୍ୱାଟସ୍‌ଆପ୍‌ରେ ବେଳେବେଳେ ଆମ ପାଖକୁ କିଛି ଅଦରକାରୀ ମେସେଜ ଆସିଥାଏ। ଏଗୁଡିକ ଭାଇରସ୍‌ ଥାଏ। ଏହି ମେସେଜ୍‌କୁ ହ୍ୟାକରମାନେ ବଡ ଚାଲାକିର ସହ ଆମ ପାଖରୁ କିଛି ବ୍ୟକ୍ତିଗତ ତଥ୍ୟ ନେବାପାଇଁ […]

whatsapp

whatsapp

Rakesh Mallick
  • Published: Friday, 19 January 2018
  • Updated: 19 January 2018, 04:07 PM IST

Sports

Latest News

ଯୁଗ ବଦଳୁଛି। ଦୈନନ୍ଦିନ ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ କାମ ଇଣ୍ଟରନେଟ୍ ମାଧ୍ୟମରେ ହେଉଥିବା ବେଳେ ଭାବ ଆଦାନପ୍ରଦାନର ମାଧ୍ୟମ ସାଜିଛି ହ୍ୱାଟସ୍‌ଆପ୍। କାରଣ ଭଏସ୍ କଲ, ଭିଡିଓ କଲ୍‌ ଓ ମେସେଜ ପଠାଇବାର ସମସ୍ତ ସୁବିଧା ଏହି ଗୋଟିଏ ମେସେଜିଂ ଆପ୍‌ରେ ଉପଲବ୍ଧ। ତେବେ ହ୍ୱାଟସ୍‌ଆପ୍‌ରେ ବେଳେବେଳେ ଆମ ପାଖକୁ କିଛି ଅଦରକାରୀ ମେସେଜ ଆସିଥାଏ। ଏଗୁଡିକ ଭାଇରସ୍‌ ଥାଏ। ଏହି ମେସେଜ୍‌କୁ ହ୍ୟାକରମାନେ ବଡ ଚାଲାକିର ସହ ଆମ ପାଖରୁ କିଛି ବ୍ୟକ୍ତିଗତ ତଥ୍ୟ ନେବାପାଇଁ ପଠାଇଥାନ୍ତି। ସେମିତି ଏକ ମେସେଜ ଏବେ ହ୍ୱାଟସ୍‌ଆପ୍‌ରେ ଭାଇରାଲ ହେଉଛି। ଏହି ମେସେଜକୁ କ୍ଳିକ୍‌ କଲେ ଆପଣଙ୍କ ବ୍ୟଙ୍କ ଆକାଉଣ୍ଟରୁ ସବୁଟଙ୍କା ଚାଳିଯିବ। ଏହି ମେସେଜ୍‌ରେ ହ୍ୱାଟସ୍‌ଆପ୍‌ ସବ୍‌ସ୍କ୍ରିପସନ୍‌ ଶୁଳ୍କ ମଗାଯାଉଛି।

ଆମେରିକା ଓ ବ୍ରିଟେନ୍ ସମେତ କିଛି ଦେଶରେ ଏବେ ଏହି ମେସେଜ୍‌କୁ ବହୁଳ ମାତ୍ରରେ ଲୋକଙ୍କ ପାଖକୁ ପଠାଯାଉଛି। ଏହି ମେସେଜ୍‌ଟି ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପୃକ୍ତ ରହିଛି। ଏହି ମେସେଜ୍‌ରେ ଥିବା ଲିଙ୍କକୁ କ୍ଳିକ୍‌ କଲେ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ହ୍ୟାକରମାନେ ପାଇଯିବେ ଓ ତା'ସହ ବ୍ୟଙ୍କ ଆକାଉଣ୍ଟ ବି ଖାଲି ହୋଇଯିବ। ଏହି ମେସେଜ୍‌ର ଲିଙ୍କକୁ ଓପନ୍‌ ନକରିବା ପାଇଁ ଚେତାବନୀ ଜାରି କରାଯାଇଛି। ଏହି ମେସେଜ୍‌କୁ ପାଇବା ମାତ୍ରେ ତାକୁ ତୁରନ୍ତ ଡିଲିଟ୍ କରିବା ପାଇଁ ସାଇବର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story