ଜାଣନ୍ତୁ ରାତିରେ କ’ଣ ଖାଇଲେ କ୍ଷତିକାରକ ହୋଇପାରେ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ୱାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ଶରୀର ପାଇଁ ଭଲ ଖାଦ୍ୟର ଆବଶ୍ୟକତା ରହିଛି। ତେଣୁ ଖାଦ୍ୟପେୟ ଉପରେ ସବୁବେଳେ ଧ୍ୟାନ ରଖନ୍ତୁ। ସକାଳ, ମଧ୍ୟାହ୍ନ ଓ ରାତ୍ରି ଭୋଜନ ସମୟରେ ଟିକେ ସଚେତନ ରୁହନ୍ତୁ। ବିଶେଷ କରି ରାତିରେ ହାଲ୍&zwnj;କା ଖାଦ୍ୟ ଖାଆନ୍ତୁ। ଭଲ ନିଦ ହେବ। ଏଥିସହ ରାତିରେ କେବେ ପିତା, ଦହି ଓ ଶାଗ ଖାଆନ୍ତୁ ନାହିଁ। ରାତିରେ ପଇଡ ପାଣି ପିଅନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ।</p>

Ordigital Desk
  • Published: Sunday, 25 February 2018
  • Updated: 25 February 2018, 12:39 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ୱାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ଶରୀର ପାଇଁ ଭଲ ଖାଦ୍ୟର ଆବଶ୍ୟକତା ରହିଛି। ତେଣୁ ଖାଦ୍ୟପେୟ ଉପରେ ସବୁବେଳେ ଧ୍ୟାନ ରଖନ୍ତୁ। ସକାଳ, ମଧ୍ୟାହ୍ନ ଓ ରାତ୍ରି ଭୋଜନ ସମୟରେ ଟିକେ ସଚେତନ ରୁହନ୍ତୁ। ବିଶେଷ କରି ରାତିରେ ହାଲ୍&zwnj;କା ଖାଦ୍ୟ ଖାଆନ୍ତୁ। ଭଲ ନିଦ ହେବ। ଏଥିସହ ରାତିରେ କେବେ ପିତା, ଦହି ଓ ଶାଗ ଖାଆନ୍ତୁ ନାହିଁ। ରାତିରେ ପଇଡ ପାଣି ପିଅନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos