ଜାଣନ୍ତୁ କେଉଁଥିରେ ରଖିବେ ନାହିଁ ସୁନା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁନା ଏକ ମୂଲ୍ୟବାନ ଜନିଷ। ଏହାକୁ ଯତ୍ନର ସହ ରଖାଯାଏ। ଆଲମାରିରେ ତାଲା ଦେଇ ଆମେ ସୁନା ରଖୁ। ସୁନାକୁ ଆପଣ କପଡା, ରୂପା ବାକ୍ସ କିମ୍ୱା ଲୁହାର ବାକ୍ସରେ ରଖନ୍ତୁ। କିନ୍ତୁ ସୁନାକୁ କେବେ ପ୍ଳାଷ୍ଟିକ ଡବାରେ ରଖନ୍ତୁ ନାହଁ। ଏହା ଦ୍ୱାରା ଅଶୁଭ ହୋଇଥାଏ ଓ ଘରେ ଅର୍ଥ ଅଭାବ ଦେଖାଦିଏ।