ଏହି ଜିନିଷ ଉପହାରରେ ଦେଲେ ଅମଙ୍ଗଳ ହୋଇଥାଏ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପର୍ବ ପର୍ବାଣୀ ଏବଂ ଉତ୍ସବରେ ଆମେ ପ୍ରିୟଜନମାନଙ୍କୁ ଉପହାର ଦେଉ। ଉପହାର ଦିଆନିଆ କରିବା ପାଶ୍ଚାତ୍ୟ ପରମ୍ପରା। କିନ୍ତୁ ଭାରତୀୟ ମାନେ ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିସାରିଲେଣି। ସମ୍ପର୍କକୁ ଆଉଟିକେ ରଂଗିନ କରିବା ପାଇଁ ଉପହାରର ଆବଶ୍ୟକତା ରହିଛି। ସବୁ ସମ୍ପର୍କ ପାଇଁ ଉପହାର ଭିନ୍ନ ଥାଏ। ତେବେ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ କାହାକୁ କିଛି ଦେବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ରୁମାଲ, ଲୁହା ସମ୍ପର୍କିତ ଜିନିଷ,ଧାରୁଆ ଜିନିଷ ଏବଂ […]

romantic-bday-gift-ideas-ft (1)

romantic-bday-gift-ideas-ft (1)

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 12:47 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପର୍ବ ପର୍ବାଣୀ ଏବଂ ଉତ୍ସବରେ ଆମେ ପ୍ରିୟଜନମାନଙ୍କୁ ଉପହାର ଦେଉ। ଉପହାର ଦିଆନିଆ କରିବା ପାଶ୍ଚାତ୍ୟ ପରମ୍ପରା। କିନ୍ତୁ ଭାରତୀୟ ମାନେ ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିସାରିଲେଣି। ସମ୍ପର୍କକୁ ଆଉଟିକେ ରଂଗିନ କରିବା ପାଇଁ ଉପହାରର ଆବଶ୍ୟକତା ରହିଛି। ସବୁ ସମ୍ପର୍କ ପାଇଁ ଉପହାର ଭିନ୍ନ ଥାଏ। ତେବେ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ କାହାକୁ କିଛି ଦେବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ରୁମାଲ, ଲୁହା ସମ୍ପର୍କିତ ଜିନିଷ,ଧାରୁଆ ଜିନିଷ ଏବଂ ପାଣି ସମ୍ପର୍କିତ ଜିନିଷ କେବେ ଉପହାରରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଏବଂ ସମ୍ପର୍କ ଭାଙ୍ଗିଯାଏ ବୋଲି କୁହାଯାଏ। (ଦେଖନ୍ତୁ ଭିଡିଓ)

https://www.youtube.com/watch?v=ddk-1mlrYZs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story