କମ୍ପ୍ୟୁଟରୀକରଣ ହେବ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏକବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ ହେବ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ। ଏଥିପାଇଁ ସମସ୍ତ ଆର୍‌ଟିଓଙ୍କ ଅଧୀନରେ ଟେଷ୍ଟ୍ ଟ୍ରାକ୍ ନିର୍ମାଣ କାମ ଜାରି ରହିଛି। ମାର୍ଚ୍ଚ ସୁଦ୍ଧା ଟ୍ରାକ୍ ନିର୍ମାଣ ସରିବା ପରେ ଆବଶ୍ୟକୀୟ ଯନ୍ତ୍ରାଂଶ ଲଗାଯିବ। ପରେ ଟେଷ୍ଟକୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କରାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ବୈଠକ ପରେ ପରିବହନ କମିଶନର ମଧୁସୂଦନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେହିଭଳି ଜାନୁୟାରୀ ସୁଦ୍ଧା […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 10:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏକବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ ହେବ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ। ଏଥିପାଇଁ ସମସ୍ତ ଆର୍‌ଟିଓଙ୍କ ଅଧୀନରେ ଟେଷ୍ଟ୍ ଟ୍ରାକ୍ ନିର୍ମାଣ କାମ ଜାରି ରହିଛି। ମାର୍ଚ୍ଚ ସୁଦ୍ଧା ଟ୍ରାକ୍ ନିର୍ମାଣ ସରିବା ପରେ ଆବଶ୍ୟକୀୟ ଯନ୍ତ୍ରାଂଶ ଲଗାଯିବ। ପରେ ଟେଷ୍ଟକୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କରାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ବୈଠକ ପରେ ପରିବହନ କମିଶନର ମଧୁସୂଦନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେହିଭଳି ଜାନୁୟାରୀ ସୁଦ୍ଧା ୱେବସାଇଟ୍‌ରେ ଉପଲବ୍ଧ ହେବ ବାହନ ସପ୍ଟୱେର ତଥ୍ୟ। ବର୍ତ୍ତମାନ ସମୟରେ ବାହନ ସପ୍ଟୱେର ମାଧ୍ୟମରେ ୩୦ଟି ସେବାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story