ଫେରିଆସି ଦଳିଦେଲା ଦନ୍ତା

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକର କୋକେରମା ପଞ୍ଚାୟତ ଅନ୍ତର୍ଗତ ଲଲୀଖମନ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କୁ ହାତୀ ଦଳି ଦେଇଛି। ମୃତକଙ୍କ ନାଁ ଛତ୍ରୀ କୁଜୁର। ମଙ୍ଗଳବାର ରାତିରେ ବନବିଭାଗ ଏବଂ ସ୍ଥାନୀୟ ଲୋକମାନେ ଗାଁରେ ପଶିଥିବା ଏକ ହାତୀପଲକୁ ଘଉଡ଼ାଇ ଥିଲେ। ହାତୀ ଜଙ୍ଗଲକୁ ଚାଲି ଯିବା ପରେ ସମସ୍ତେ ଗାଁକୁ ଫେରି ଆସିଥିଲେ। ଛତ୍ରୀ କୁଜୁର ବି ହାତୀ ଘଉଡ଼ାଇବାକୁ ଯାଇଥିଲେ। ଆଜି ସକାଳେ  ସେ […]

Elephant

Elephant

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 02:27 PM IST

Sports

Latest News

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକର କୋକେରମା ପଞ୍ଚାୟତ ଅନ୍ତର୍ଗତ ଲଲୀଖମନ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କୁ ହାତୀ ଦଳି ଦେଇଛି। ମୃତକଙ୍କ ନାଁ ଛତ୍ରୀ କୁଜୁର।

ମଙ୍ଗଳବାର ରାତିରେ ବନବିଭାଗ ଏବଂ ସ୍ଥାନୀୟ ଲୋକମାନେ ଗାଁରେ ପଶିଥିବା ଏକ ହାତୀପଲକୁ ଘଉଡ଼ାଇ ଥିଲେ। ହାତୀ ଜଙ୍ଗଲକୁ ଚାଲି ଯିବା ପରେ ସମସ୍ତେ ଗାଁକୁ ଫେରି ଆସିଥିଲେ। ଛତ୍ରୀ କୁଜୁର ବି ହାତୀ ଘଉଡ଼ାଇବାକୁ ଯାଇଥିଲେ। ଆଜି ସକାଳେ  ସେ ଘର ବାହାରକୁ ଶୌଚ କରିବାକୁ ଯାଇଥିବା ବେଳେ ପୁଣି ଗାଁକୁ ଫେରି ଆସିଥିବା ହାତୀ ପଲରୁ ଗୋଟିଏ ଦନ୍ତା ଆସି ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ଜାନୁଆରୀ ମାସରେ ରାଉରକେଲା ବନବିଭାଗ ଅଂଚଳରେ ଏହାକୁ ମିଶାଇ ଛଅ ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story