ସୁନ୍ଦରଗଡ଼ରେ ବୃଦ୍ଧାଙ୍କୁ ଦଳିଦେଲେ ହାତୀପଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ଆଜି ଜଣେ ବୁଦ୍ଧାଙ୍କୁ ହାତୀପଲ ଦଳି ଦେଇଥିବା ଅଭିଯୋଗ ହୋଇଛି। ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଲୁଲୁକିଡିହି ବାଆଁଶବାହାଲରେ ଏହି ଘଟଣା ଘଟିଛି। ହାତୀପଲ ବୃଦ୍ଧାଙ୍କୁ ଦଳିଦେବା ସହ ୭ଟି ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

elephent

Rakesh Mallick
  • Published: Sunday, 18 December 2016
  • , Updated: 18 December 2016, 04:01 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ଆଜି ଜଣେ ବୁଦ୍ଧାଙ୍କୁ ହାତୀପଲ ଦଳି ଦେଇଥିବା ଅଭିଯୋଗ ହୋଇଛି। ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଲୁଲୁକିଡିହି ବାଆଁଶବାହାଲରେ ଏହି ଘଟଣା ଘଟିଛି।

ହାତୀପଲ ବୃଦ୍ଧାଙ୍କୁ ଦଳିଦେବା ସହ ୭ଟି ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

Related story