ବିଶିଷ୍ଟ ଐତିହାସିକ ସଦାନନ୍ଦ ଅଗ୍ରୱାଲଙ୍କ ପରଲୋକ

ବଲାଙ୍ଗିର: ବିଶିଷ୍ଟ ଐତିହାସିକ ସଦାନନ୍ଦ ଅଗ୍ରୱାଲଙ୍କ ପରଲୋକ ହୋଇଛି। ୬୫ ବର୍ଷ ବୟସରେ ହୃତଘାତରେ ତାଙ୍କର ପରଲୋକ ହୋଇଛି।  ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।  ଭୋର ୪ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

dead

Rakesh Mallick
  • Published: Tuesday, 01 August 2017
  • , Updated: 01 August 2017, 07:53 AM IST

Related story